Browsing Category

ଓଡିଶା

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ…

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ…

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ଖସିପଡ଼ି ଚାଳକ ନିଖୋଜ…

ପୁରୀ: ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବା ହେଲା କାଳ। ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ି ନାବିକ ନିଖୋଜ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଥାନା ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ…

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ…

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ…

ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ…

ସମ୍ବଲପୁର: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୯ ମାସ ପରେ ବୁର୍ଲା ମେଡ଼ିକାଲରେ ତାଙ୍କର ମୃତ୍ଯୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଅଧ୍ଯାପକ ଜଣକ ହେଲେ ଝାରସୁଗୁଡା ଏଚ.…

ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ…

ପୁରୀ: ଲାଇଟ ହାଉସ୍ ବେଳାଭୂମି ନିକଟ ସମୁଦ୍ରରେ ଅଘଟଣ। ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା…

ହମାସ୍ ଆତଙ୍କବାଦୀ ସଂଗଠନ ନୁହେଁ, ଏକ ମୁକ୍ତି ବାହିନୀ : ଏରଡୋଗାନ୍

ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ କରିଥିବା ଆତଙ୍କବାଦୀ ସଂଗଠନ ହମାସ ପ୍ରତି ତୁର୍କୀର ସହାନୁଭୂତି ପ୍ରକାଶ ପାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଦୋଗାନ୍ ବୁଧବାର ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି। ସଂସଦ…

ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ବଦଳିଲେ ଆଇଆଇସି ଗଲେ କାବୁଲି ବାରିକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ପୁଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କୁ ବଦଳି ହୋଇଛି। ଶ୍ରୀ ବାରିକଙ୍କୁ ମାହାଙ୍ଗା ଭଦ୍ରେଶ୍ବର ଥାନାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶିବ ପ୍ରସାଦ ବେହେରାଙ୍କୁ ନିଯୁକ୍ତି…

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ…

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ…

ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ…

ଜଳେଶ୍ୱର: ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।…

ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି: ଗୋଲକ ମହାପାତ୍ର…

ଭୁବନେଶ୍ବର: ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର। ସେ କହିଛନ୍ତି, ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ଭି.କେ.ପାଣ୍ଡିଆନଙ୍କୁ…