Browsing Category

ଓଡିଶା

ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ଲକ୍ଷ ଇନାମି ମାଓବାଦୀ ନିହତ, ବହୁ ମାଓ ସାମଗ୍ରୀ…

ମାଲକାନଗିରି,: ୧୭।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାରେ ଆଜି ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୋଲିସ ଗୁଳିରେ ଜଣେ ୮ ଲକ୍ଷ ଇନାମି ମାଓବାଦୀ ନିହତ ହୋଇଥିବା ବେଳେ ସେଠାରୁ ଅନେକ ମାଓ ସାମଗ୍ରୀ, ବନ୍ଧୁକ ଓ ଗୋଳା ବାରୁଦ ଜବତ

କାଲି ଇସ୍ରାଏଲ ଯିବେ ବାଇଡେନ

ଜେରୁଜେଲମ୍ : ଆସନ୍ତାକାଲି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ବାଇଡେନ ଇସ୍ରାଏଲର ରାଜଧାନୀ ତେଲ ଅବିବରେ ପହଞ୍ଚିବେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ । ନିଜ ଗସ୍ତ କାଳରେ…

୨୦ ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ସଂପ୍ରତି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ଏବଂ ଏହାର ପ୍ରଭାବରେ ୨୦ ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ…

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ଦେଢ଼ କୋଟିର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚୀନର ହାଙ୍ଗଝୌ ଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ…

ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ

ଭୁବନେଶ୍ବର : ପୁଲିସ୍‌କୁ ଚକ୍‌ମା ଦେଇ ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ। ଚୋରି ମାମଲାରେ ଗିରଫ ହୋଇଥିଲା। ପରିସ୍ରା ଯିବ ବୋଲି କହି ଚମ୍ପଟ ମାରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା କଏଦୀକୁ ଧରିବାରେ ସଫଳ ହୋଇନାହିଁ କମିଶରେଟ୍‌…

ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ବିଧାୟକ, ଖଣି ସମ୍ମୁଖରେ ୫ ହଜାର କର୍ମୀଙ୍କ ଆନ୍ଦୋଳନ ଜାରି

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଓଏମସି କୁର୍ମିତର ଖଣି ସମ୍ମୁଖରେ ମଙ୍ଗଳବାର ଜୋରଦାର ଧାରଣା ଓ ପ୍ରଦର୍ଶନ ହୋଇଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ଶ୍ରମିକମାନେ ମଙ୍ଗଳବାର…

ମହିଳା କର୍ପୋରେଟରଙ୍କୁ ପିଟିଲେ ଠିକାଦାର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡର ବିଜେପି ମହିଳା କର୍ପୋରେଟର ବନିତା ସାହୁଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ମେୟର ଓ କମିଶନରଙ୍କ ଉପସ୍ଥିତିରେ ଠିକାଦାର ଜଣଙ୍କ ତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ହାତରେ…

ଷୋଳପୂଜା କରିବାକୁ ଘରୁ ବାହାରିଥିଲେ ପୁରୋହିତ, ସକାଳୁ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ମୃତଦେହ

ପୁରୀ : ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଛକ ନିକଟ କଟକଣା ରାସ୍ତାକଡ଼ ନୟନଯୋରୀରେ ଏକ କାର ପଡ଼ିଯିବାରୁ ଜଣେ ପୁରୋହିତଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରୁଷୋତ୍ତମ ତ୍ରିପାଠୀ (୩୮)। ତାଙ୍କ ଘର ରାମଚନ୍ଦ୍ରପୁରର ପାଟଳି ଗାଁରେ। ଗତକାଲି ରାତି ପ୍ରାୟ…

୩ଟି ଜିଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ପ୍ରତି…

କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍‌ : ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ

ଭବାନୀପାଟଣା : କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍‌। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌। ମାସ ଶେଷ ସପ୍ତାହରେ ବସ୍‌ଗୁଡିକ…