Browsing Category

ଓଡିଶା

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର…

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ ( ଆୟ ବର୍ହିଭୁତ ସମ୍ପତ୍ତି ଠୁଳ) ମାମଲା ହୋଇଛି।…

ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଆନ୍ଧ୍ର ଉପକୂଳ ଛୁଇଁଲା ବାତ୍ୟା ‘ମିଗଜୋମ୍’ । ପ୍ରଚଣ୍ଡ ରୂପ ନେଇ ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ‘ମିଗଜୋମ୍’ । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିଛି ବର୍ଷା । ‘ମିଗଜୋମ୍’ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ। ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖାରଜ। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ବିବାହିତା। ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଛି। ସେ ନେଇ କାଗଜପତ୍ର ଓ…

ଆଜି ସରିବ ବାଲିଯାତ୍ରା, ଚାଲିଥିଲା ୯ ଦିନିଆ ମହାମେଳା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ…

୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ

ଆସନ୍ତା ୧୭ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ। ବିସିଆଇ ସଦସ୍ୟ ପଦ ନିର୍ବାଚନ କରାଇବାକୁ ବାର କାଉନସିଲ ଅଫ ଇଣ୍ଡିଆର ଚିଠି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ବିସିଆଇ। ସେହି ନିର୍ବାଚନ ପାଇଁ ଅନିୟମିତତା ଅଭିଯୋଗ…

‘ମୋ ପୋଲିସ୍’ ଏବେ ‘ବିଜେଡି ପୋଲିସ’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ

ଭୁବନେଶ୍ୱର: ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢି ଚାଲିଛି । ଅପରାଧିମାନଙ୍କ ଚରା ଭୁଇଁ ପାଲଟିବା ସହିତ ଭିତ୍ତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସମ୍ପର୍କିତ ତଥ୍ୟ ଚିନ୍ତାର କାରଣ…

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ…

ଭୁବନେଶ୍ବର : ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ପୋଲିସ ପ୍ରଶାସନ…

ସ୍ତ୍ରୀ ଆଗରେ ଟ୍ରେନରେ କଟିଗଲା ସ୍ୱାମୀର ଦୁଇ ଗୋଡ…

ସୋର : ଏ ଭାଇ କେହି ଟିକେ ପାଣି ଦିଅ । ମୋ ସ୍ୱାମୀ ମୁହଁରେ ପାଣି ଠୋପାଏ ଦେବି କେହି ମୋତେ ଟିକେ ପାଣି ଦିଅ । ମୋ ସ୍ୱାମୀର ଏ କଣ କଲୁ ଲୋ ମାଆ । ମାଆ ଲୋ ମୋ ସ୍ୱାମୀକୁ ବଞ୍ଚେଇଦେ, ତୋତେ ନେହୁରା ହଉଛି ଲୋ ମାଆ ମୋ ସ୍ୱାମୀକୁ ବଞ୍ଚେଇ ଦେ । ମୋ ସଂଙ୍ଖା ସିନ୍ଦୁରକୁ ରକ୍ଷା…

ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ…

ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍ ବିଭାଗ । ତେବେ ଜାହାଜଟି ଇଣ୍ଡୋନେସିଆ ଗ୍ରେସିକ…

ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର :ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଜି ଅଧିକ ରହିବ ପ୍ରଭାବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ…