Browsing Category

ଓଡିଶା

୩ ମାଓବାଦୀ ଗିରଫସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଭଦ୍ରାଚଲମ ରେ ୩ ମାଓବାଦୀ ଗିରଫ, ବହୁ ବିସ୍ଫୋରକ ସାମଗ୍ରୀ ଜବତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ର ଭଦ୍ରାଚଲମ ବସ ଷ୍ଟାଣ୍ଡ ରେ ଆଜି ୩ଜଣ ମାଓବାଦୀ ମାଓ ସଙ୍ଗଠନକୁ ବିପୁଳ

ସୀମାନ୍ତରେ ୧ ଲକ୍ଷ ଇନାମି ମାଓବାଦୀର ଆତ୍ମସମର୍ପଣ…

ମାଲକାନଗିରି, ୧୪।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତଏ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଭଇରମଗଡ ମାଓ ସଙ୍ଗଠନର ୧ ଲକ୍ଷ ଇନାମି ମାଓ ନେତା ରାକେଶ କଡିୟାମି ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡା ପୋଲିସ ପକ୍ଷରୁ ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତକୁ

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ଵରୀ, ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି…

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଭୋର୍‌ରେ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା…

ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିବା ମୁସ୍କାନ ଓ ତାଙ୍କର ୩ ସହଯୋଗୀ ଗିରଫ…

ଭୁବନେଶ୍ବର : ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍‌ରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍‌। ଆଜି ଭୁବନେଶ୍ୱର…

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼…

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପାଇଁ ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ । ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ…

ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି, ସବୁ ଜାଗାରେ ଏହା ଚଳାଇ ହେବ

ଭୁବନେଶ୍ବର: ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି । ସବୁ ଜାଗାରେ ଏହା ଚଳାଇ ହେବ । ଛୋଟ ଟଙ୍କିକିଆ କଏନ ବନ୍ଦ ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି ।  ଏହି କଏନ ଚାଲୁ ନଥିବା ନେଇ ଯେଉଁ ଗୁଜବ ଉଠୁଛି…

୨୦୦ କୋଟି ଖର୍ଚ୍ଚହୋଇ ହେବ କଳିଙ୍ଗ ଷ୍ଟୁଡ଼ିଓର ନବୀକରଣ

ଭୁବନେଶ୍ବର : ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବରଫ ଦୁନିଆ, ଭୂତ ବଙ୍ଗଳା, ମଲ୍‌, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ! ସତ ନୁହେଁ, ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସେଟ୍‌ ବା ପୃଷ୍ଠଭୂମି। ତେଣୁ ନିର୍ମାତାମାନେ ଆଉ ସୁଟିଂ ପାଇଁ ରାଜ୍ୟ ବାହାରକୁ ଯିବେନି…

ଓଡ଼ିଶାରେ ବିକାଶ ପରିବର୍ତ୍ତେ ବିଜେଡି ନେତାଙ୍କ ପକେଟ ଗରମ ହେଉଛି: ଧର୍ମେନ୍ଦ୍ର

ଆଠଗଡ: ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି । ନିର୍ଦ୍ଧାରିତ…

ଜେଟିପିଙ୍କୁ ଅଶାଳୀନ ପୋଷାକ ପରିଧାନ ତଦାରଖ ଦାୟିତ୍ୱ…

ପୁରୀ : ଆଗାମୀ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅଶାଳୀନ ପୋଷାକ ପରିଧାନ କଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଭକ୍ତଙ୍କ ପୋଷାକକୁ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) ତଦାରଖ କରିବ। ତେଣୁ ଏ ନେଇ…

ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର…

ଭୁବନେଶ୍ୱର :   ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର…