Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ…
ରାଉରକେଲା : ରାଉରକେଲା ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବାକୁ ଯାଇଥିବାବେଳେ ASI ଅଲିସା ଲୁଗୁନୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଅଲିସାଙ୍କ ପରିବାର। ଏନେଇ ଉଦିତନଗର…
ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ…
ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ ଶହ ବସ୍ ଚଳାଇବେ । ୧୬…
ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ…
ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାର ସାମିଲ ହେବେ । ଏଯାଏ…
ଜଙ୍ଗଲରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର…
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲରୁ ଆଜି ଅପରାହ୍ନରେ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ।…
ରଙ୍ଗ୍ ରୁଟରେ ଡ୍ରାଇଭିଂ କରି ୨୦୧ଟି ବାଇକ ଜବତ…
ଭୁବନେଶ୍ବର: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ୦୭ ଏବଂ ୦୮ ତାରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ…
ଶିକ୍ଷକଙ୍କ ଗୋଇଠା ମାଡ଼ରେ ଛାତ୍ର ମୃତ୍ୟୁ ଘଟଣାର ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ
ବାଲେଶ୍ଵର: ଶିକ୍ଷକଙ୍କ ଗୋଇଠା ମାଡ଼ରେ ଚାଲିଗଲା ୧୫ବର୍ଷ ଛାତ୍ରର ଜୀବନ । ଘଟଣାଟି ଶୁଣିଲା ବେଳକୁ ଛାତି ଥରି ଉଠୁଛି । ଜଣେ ଶିକ୍ଷକ ଏତେ ନିଷ୍ଠୁର କେମିତି ହୋଇପାରିବ । ନିଜ ଛାତ୍ରକୁ ଏମିତି ଗୋଇଠା ମାରିବାକୁ ତାଙ୍କ ଗୋଡ କେମିତି ଉଠିପାରିବ ।
ଏଭଳି ଏକ…
କଟକ ସହରରୁ ଉଠିଯିବ ମାଲଗୋଦାମ…
କଟକ: କଟକ ସହରର ପରିଚୟ, ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି ।
ଦିନକୁ ଦିନ ଜନସଂଖ୍ୟା ବଢୁଛି ।…
ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅଙ୍କ ପରିଚୟ ମିଳିଲା…
ସୁନ୍ଦରଗଡ଼ : ଗତ ଶୁକ୍ରବାର ଫୁଙ୍ଗୁଳା ଦେହରେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମା’ ଝିଅଙ୍କୁ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକ ଉଦ୍ଧାର କରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବର୍ଷବର୍ଷ ଧରି ମହିଳାଜଣକ ନିଜ ରାକ୍ଷାସ ରୂପୀ ଦିଅର ଦ୍ୱାରା…
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳ ଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି…
ଭୁବନେଶ୍ବର: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…
ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରରେ ଅବକାରୀ ବିଭାଗ ଚଢାଉ…
ଭୁବନେଶ୍ବର: ଆସୁଛି ପାର୍ବଣ । ଏହାପୂର୍ବରୁ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସମୟରେ ହତ୍ୟା, ରାହାଜାନୀ, ଲୁଟପାଟ୍ ର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ବେଶ୍ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ୍ । ଅବକାରୀ ବିଭାଗ…