Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇସ୍ରାଏଲ-ହମାସ ଲଢ଼େଇ; ୫୦୦ ମୃତ, ୩୦୦୦ରୁ ଅଧିକ ଆହତ…
ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ…
କଟକ ବାଦାମବାଡିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ…
କଟକ: ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ କଟକ ବାଦାମବାଡ଼ିର ପୁରୀ -ଅନୁଗୁଳ ବସଷ୍ଟାଣ୍ଡରେ ହେବ ଅତ୍ୟାଧୁନିକ ପାଠାଗାର ଓ ପଠନାଗାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦କୋଟି ୫୮ ଲକ୍ଷ ୩୧,୧୦୦ ଟଙ୍କା ଖର୍ଚ୍ଚ…
ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ମହାନ ଧାର୍ମିକ ଗୁରୁଙ୍କ ପୁନର୍ଜନ୍ମ ପାଇଥିବା ଆଠବର୍ଷର ବାଳକକୁ ଅପହରଣ କରିପାରେ…
ଉଲ୍ଲାନବାତର: ମଙ୍ଗୋଲିଆର ଜଣେ ୮ ବର୍ଷର ଶିଶୁକୁ ଅପହରଣ କରିପାରେ ଚୀନ | ଏହି ଶିଶୁ ପାଇଁ ଚୀନ ଏତେ ମାତ୍ରାରେ ଭୟଭୀତ ହୋଇପଡିଛି ଯେ ଶିଶୁକୁ ନିଜ କବଜାକୁ ନେବାକୁ ସବୁ ପ୍ରକାରର ଚେଷ୍ଟା କରୁଛି | ଆପଣଙ୍କ ମନକୁ ଆସିପାରେ ଯେ ଏହି ନିରୀହ ଶିଶୁଟି ଏମିତି କଣ କରିଛି ଯେ ଚୀନ କ୍ଷୁବ୍ଧ…
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଶହୀଦ ସରୋଜଙ୍କ ପାର୍ଥିବ ଶରୀର…
ଭୁବନେଶ୍ୱର,୭।୧୦: ସିକିିମ ବନ୍ୟାରେ ଶହୀଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ୱର ବିମାନ ବନ୍ଦରରେ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ବହୁ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି…
ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ
ମୋରଡ଼ା : ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର…
ଜଙ୍ଗଲ ନଷ୍ଟ ହେଉଛି; ସେଥିପ୍ରତି ଧ୍ୟାନ ନାହିଁ, ସାପ ଧରା ତାଲିମ ଦେଉଛି ବନ ବିଭାଗ..!
କେନ୍ଦୁଝର : ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା କେନ୍ଦୁଝର ଜିଲ୍ଲା। ହେଲେ ଶିଳ୍ପାୟନ ନାଁରେ ମାଟି ଖୋଳିଲେ। ଆଉ ଖଣିଜ ସମ୍ପଦ ଉତ୍ତୋଳନ କରିବାରେ ଲାଗିଲେ। ଖଣି ମାଫିଆମାନେ ଧୀରେ ଧୀରେ ଜଙ୍ଗଲ ଭିତରେ ପଶିଲେ। ବ୍ଲାଷ୍ଟିଂ କରି ବଡ଼ ବଡ଼ ପାହାଡ଼କୁ ଖିନଭିନ୍ କରିଦେଲେ। ଏପରିରି…
ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର…
ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର…
‘ବିଜୟଶଙ୍କରଙ୍କୁ ପୁଲିସ ଡାକୁନାହିଁ,ମୋତେ ଡାକି ହାରାସ କରୁଛି; ମୁଁ ଡିପ୍ରେସନକୁ ଆସିଗଲିଣି’…
ଭୁବନେଶ୍ବର : ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ପାଇଁ ବଢ଼ିଛି ଅଡୁଆ। ଆଜି କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା। ତାଙ୍କ ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ସେ…
ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, CHSE ପ୍ରକାଶ କଲା କୋଶ୍ଚିନ ବ୍ୟାଙ୍କ…
ଭୁବନେଶ୍ବର : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।ଛାତ୍ରଛାତ୍ରୀମାନେ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ!-->…
ମା’ ତାରାତାରିଣୀ, ଦକ୍ଷିଣକାଳୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ…
ପୁରୁଷୋତ୍ତମପୁର (୭ା୧୦) : ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀ ଓ ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି। ଏହା ଷୋହଳ ଦିନ ଧରି ଚାଲିବ। ପ୍ରଥମ ଦିନ ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ସ୍ନାନବେଦୀକୁ ଅଣାଯାଇଥିଲା। ଋଷିକୁଲ୍ୟା ନଦୀରେ…