Browsing Category

ଓଡିଶା

ଡିଆଇଜି ବ୍ରିଜେଶଙ୍କ ବଦଳି ହୋଇଛି ବୋଲି ଡିଜିପି ଅବଗତ ନାହାନ୍ତି: ଲେଖାଶ୍ରୀ

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ କଟକ ମୁଖ୍ୟାଳୟକୁ ବଦଳି ହୋଇଥିବା ଡିଜିପି ବ୍ରିଜେଶ ରାଏଙ୍କ ବଦଳି ବାବଦରେ ସଂପୂର୍ଣ୍ଣ ଅବଗତ ନଥିଲେ ଡିଜିପି। ମଙ୍ଗଳବାର ରାଜ୍ୟ ବିଜେପି ଉପ ସଭାନେତ୍ରୀ ଡିଜିପିଙ୍କୁ ଭେଟିବା ପରେ ଜାରି କରିଥିବା ପ୍ରେସ ରିଲିଜ ଜରିଆରେ…

ଆସିକା ରାଜସ୍ୱ ବିଭାଗ ର ନାକ ତଳେ ଚାଲିଛି ଚୋରାରେ ବାଲି ଚାଲାଣ : ନିଘୋଡ଼ ନିଦରେ ପ୍ରଶାସନ…

ବ୍ରହ୍ମପୁର:୨୩-୮ ଆସିକା ରେ ଥିବା ବିଭିନ୍ନ ବାଲିଘାଟ ରେ ଚାଲିଥିବା ବେଆଇନ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମ ରେ ପ୍ରକାଶ ପରେ ବହୁ ବାଲି ଘାଟ ବନ୍ଦ ଅଛି। କିଛି ଦିନ ହେଲା ବିଜୁପଟ୍ଟନାୟକ ଛକ ନିକଟ ରେ ଥିବା ବଡ଼ ନଦୀ ନିକଟ ରେ ଲିଜ ନେଇଥିବା ଘାଟରୁ ବାଲି ନ ନେଇ ଅନ୍ୟ ସ୍ଥାନ ରୁ ବାଲି

ଗଞ୍ଜାମ ଏମ ଭି ଆଇ ଙ୍କ ଆଶୀର୍ବାଦ ରେ ଭଡ଼ା ଟିଆ ଗୁଣ୍ଡା ମାନଙ୍କ ଦ୍ୱାରା ଫିଟନେସ ତଦାରଖ : ଗାଡି ଯାଞ୍ଚ ନାମରେ ଅର୍ଥ…

ବ୍ରହ୍ମପୁର:  ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ର ଅଟୋନଗର ଠାରେ  ପ୍ରତି ଗୁରୁବାର ଦିନ ଭଡାଟିଆ ଗୁଣ୍ଡା ଭାବେ ବିଶ୍ୱ ଓ ନରେଶ ନାମକ ଦୁଇଜଣ ଯୁବକ ଙ୍କୁ ରଖି ବେଆଇନ ଭାବେ ଗାଡି ଗୁଡିକୁ ଫିଟନେସ ଦିଆଯାଉ ଥିବା ଖବର ମିଳିଥିଲା । ସାମ୍ବାଦିକ ମାନେ   ସେଠାରେ ପହଞ୍ଚି ବାର ଦେଖି ସେଠାରେ ଦଲାଲ

ଏବେ ଗଞ୍ଜେଇ ପଛରେ ଅବକାରୀ ବିଭାଗ: ଅପମିଶ୍ରଣ ମଦମାଫିଆ ଅବକାରୀ ବିଭାଗର ଗେଲ୍ହା ପୁଅ..!

ବ୍ରହ୍ମପୁର : ୨୪-୮ ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅଧିକାରୀ ମାନେ ଗଞ୍ଜେଇ ମାଫିଆଙ୍କ ପଛରେ ପଡିଛନ୍ତି। ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ରହିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା କରିଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ

ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ନୂତନ ବସଷ୍ଟାଣ୍ଡ : ଅର୍ଦ୍ଧ ନିର୍ମିତ ବସଷ୍ଟାଣ୍ଡ ଏବେ ଭୂତ କୋଠି …

ସାରକର କା ମାଲ ଦାରିଆ ମେ ଡାଲ ନିତୀ ରେ ଚାଲିଛି ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ...ବ୍ରହ୍ମପୁର :୨୩-୮ ଆଜି ମୁଖ୍ୟମନ୍ତ୍ରୀ ଭରଚୁଲ ମାଧ୍ୟମ ରେ ନୂତନ ବସ ଷ୍ଟାଣ୍ଡ ର ଭିତ୍ତିପ୍ରସ୍ଥ ସ୍ଥାପନ କରିବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଜିଲ୍ଲା ପାଇଁ । ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ୫ଟି

ଖଣି ଉତ୍ତୋଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଗଣମାଧ୍ୟମ କୁ ଅଣଦେଖା…

ଟେଣ୍ଡର ଘୋଟଲା କୁ ନେଇ ବାରିହେଉଛି ଦୁର୍ନୀତିର ଗନ୍ଧ...! ମାଲକାନଗିରି:(୨୨/୦୮) ସବୁଜ ବନାନୀ ଓ ପାହାଡ଼ ପର୍ବତ ଘେରା ପ୍ରକୃତିର ଅନ୍ୟତମ ବରଦାନ ଭାବେ ଦୀର୍ଘ ଦଶନ୍ଧି ଧରି ସାରା ରାଜ୍ୟରେ ପ୍ରଦୂଷଣ ମୁକ୍ତ ରହି ଆସିଥିଲା ମାଲକାନଗିରି ଜିଲ୍ଲା । କିନ୍ତୁ ନିକଟ ଅତୀତରେ ମାଟାପକା ଅଞ୍ଚଳରେ

ଗିରଫ ହେ‌ଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ…

କଟକ: ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଡିଓ ଓ ଚିଠି ଭାଇରାଲ୍‌ ହେବାର ସପ୍ତାହେ ପରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟକୁ ପୁଲିସ ଗିରଫ…

ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ…

ଭୁବନେଶ୍ୱର/କଟକ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଡିଆଇଜି ଓ ତାଙ୍କ ପତ୍ନୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସେ। ଏହାଛଡ଼ା ପୀଡ଼ିତା ହୋମଗାର୍ଡଙ୍କୁ…

ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ, ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ…

ସମ୍ବଲପୁର : ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l ଏହି ବଡ଼ ଧରଣର ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଡିଏର ଡିଲିଂ…

ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା…

ଭୁବନେଶ୍ୱର : ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଶେଷ…