Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାରମ୍ବାର ଲଗାଣ ବର୍ଷା ଯୋଗୁ ବିପଦ ସାଜିଛି ଦାସିଙ୍ଗବାଡ଼ି, ଶ୍ରାନିକେତା ଘାଟି : ଭୂସ୍ଖଳନ ହେବା ଭୟରେ ଲୋକେ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ବର୍ଷା ଯୋଗୁ ଚଳିତବର୍ଷ ଶ୍ରାନିକେତାର ଜାତୀୟ ରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି। ଚଳିତବର୍ଷ ଉକ୍ତ!-->…
ପୋଲିସ ର ମାତ୍ରାଧିକ ଅତ୍ୟାଚାର ବିରୋଧ ରେ ଫିରିଙ୍ଗିଆ ଥାନା ପୋଡି ଘଟଣା :ମିଳିତ ମଞ୍ଚ ତରଫରୁ ଆସନ୍ତା ୨୮ ତାରିକ୍ଷ…
କନ୍ଧମାଳ ମିଳିତ ମଞ୍ଚ ପ୍ରତିନିଧି ଗଣ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇ ଜି ସତ୍ୟବ୍ରତ ଭୋଇ ଙ୍କୁ ଭେଟିଲେ
ଫୁଲବାଣୀ : ବହୁ ଚର୍ଚ୍ଚିତ ଫିରିଙ୍ଗିଆ ବ୍ଳକର ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ଫିରିଙ୍ଗିଆ!-->!-->!-->…
ନିୟନ୍ତ୍ରଣହୀନ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ: ଦିଲୀପ ମହାନ୍ତି…
ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ…
ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ…
ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ…
ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହାସ୍ଥିତ ବ୍ରାହ୍ମଣୀ ନଦୀ ସେତୁ…
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା କଣିହାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ…
ସ୍କୁଲ ପାଖ ନାଳରେ ବୁଡ଼ି ଛାତ୍ର ମୃତ…
ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା…
ଶ୍ରୀମନ୍ଦିର ସୁରକ୍ଷିତ ଅଛି, ମରାମତି କାମ ମଧ୍ୟ ଠିକଭାବେ ଚାଲିଛି- ଏଏସଆଇ ଅଧିକାରୀ
ପୁରୀ:ଶ୍ରୀମନ୍ଦିର ସୁରକ୍ଷିତ ଅଛି । ସମସ୍ତ ମରାମତି କାମ ମଧ୍ୟ ଠିକଭାବେ ଚାଲିଛି । କାମ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଏଏସଆଇ ଅଧିକାରୀ ।ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳତାକୁ ନେଇ ଅମିକଶ କ୍ୱରୀଙ୍କ ସତ୍ୟପାଠ ହାଇକୋର୍ଟରେ ଦାଖଲ ପରେ ଆଜି ଶ୍ରୀମନ୍ଦିର ଯାଞ୍ଚ କରାଯାଇଛି । …
ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି…
ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦/୧୧ ଲକ୍ଷ ହୋଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପି ଯାଇଛି। ୨୦୧୬ ଖରିଫ ଠାରୁ ରାଜ୍ୟରେ ପିଏମଏଫ୍ବିୱାଇ କାର୍ଯ୍ୟ…
ଏନଏମସିର କଡ଼ା ନିର୍ଦ୍ଦେଶ, ଫାର୍ମା କମ୍ପାନୀ ଟଙ୍କାରେ ସଭା କରିପାରିବେନି ଡାକ୍ତର…
ଏଣିକି ଆଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରାୟୋଜିତ ବୈଠକରେ ଯୋଗ ଦେଇପାରିବେନି ଡାକ୍ତର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ଆୟୋଜନ କରୁଥିବା କର୍ମଶାଳା କିମ୍ୱା ସମ୍ମିଳନୀରେ ଡାକ୍ତରମାନଙ୍କ ଯୋଗଦାନକୁ ବାରଣ…
ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’; ମାଡ଼ିଗଲା କାର୍…
କୁଜଙ୍ଗ:କୁନି ପୁଅ ସ୍କୁଲ ଯିବ । ବାପା-ମା’ ପୁଅକୁ ନେଇ ସ୍କୁଲରେ ଛାଡିବା ପାଇଁ ତତ୍ପର ଥିଲେ । ଏକାଠି ଯାଇଥିଲେ ପୁଅକୁ ଛାଡିବା ପାଇଁ । ହେଲେ ପୁଅକୁ ସ୍କୁଲରେ ଛାଡି ଯାଇଥିବା ମା’ ଯେ ଏମିତି ଦୁନିଆ ଛାଡି ଚାଲିଯିବେ କିଏ ଜାଣିଥିଲା ? କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ…