Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର
ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ । ଯାହାକୁ ନେଇ ଏବେ କର୍ପୋରେଟର…
ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ…
କଳାହାଣ୍ଡି ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ
କଳାହାଣ୍ଡି: କଳାହାଣ୍ଡି ସଦର ବ୍ଲକ କୁଟୃଖମାର ପଂଚାୟତରେ ଘାଇ । ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଚାଷଜମିରେ କେନାଲ ପାଣି ପଶି ମାଟି ଓ ବାଲି ପୋତି ହେବା ଆଶଙ୍କା ରହିଛି ।
ତେଣୁ ବ୍ୟାପକ ଧାନ ଓ କପା ଚାଷ ନଷ୍ଟ…
ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ…
ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ – I Odisha
ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ।…
ମଧ୍ୟାହ୍ନରେ ମିଶନ କାଫେର ଉଦ୍ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ
ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ ଦୁର୍ବ୍ୟବହାରର ଶିକାର…
ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ
ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା ଏବଂ ଦଲାଲ ମୁକ୍ତ ଦିଗରେ ଆରଟିଓ ଏବେ ପେପରଲେସରୁ…
କୁକୁଡ଼ାଖଣ୍ଡି ତହସିଲଦାର ଙ୍କ ବଦଳି ବାଲି ମାଫିଆଙ୍କ ପାଇଁ ପୁଷ ମାସ…
ବ୍ରହ୍ମପୁର:୧୪-୮ ଲେଡି ସିଂଘମ ତଥା କିକୁଡ଼ାଖଣ୍ଡି ତହସିଲଦର କଲ୍ୟାଣି ସଂଘମିତ୍ରା ଙ୍କ ବଦଳି ଏବେ ବାଲି ମାଫିଆଙ୍କ ପାଇଁ ପୁଷ ମାସ ହେବ। ଯେଉଁ ଦିନ ଠାରୁ କୁକୁଡାଖଣ୍ଡି ତହସିଲଦାର ଭାବେ କଲ୍ୟାଣି ସଂଘମିତ୍ରା ଦାୟିତ୍ୱ ଗ୍ରହଣ କରିଥିଲେ ସେହିଦିନରୁ ବାଲି ମାଫିଆ ମାନଙ୍କ ନିଦ ହଜିଯାଇଥିଲା ।!-->…
ବିଷାକ୍ତ ମଦର ବନ୍ୟା : ମଦ ମୃତ୍ୟୁ ଅପେକ୍ଷା ରେ ଗଞ୍ଜାମ ଅବକାରୀ ବିଭାଗ…!
ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ...!!