Browsing Category

ଓଡିଶା

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ – I Odisha

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ବିଶ୍ବ ରଞ୍ଜନ କହଁରକୁ ଆଜି ଫୁଲବାଣୀ…

ଆଗୁଆ ନିର୍ବାଚନ ର ସୂଚନା : ଥାନା ଅଧିକାରୀ ମାନଙ୍କ ବଦଳି ଭାରି ପଡିବ ନାହିଁତ..?

ବ୍ରହ୍ମପୁର: ୧୪-୮ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆଭାସ ମିଳିବା ପୂର୍ବରୁ ଓଡିଶା ସମେତ ଗଞ୍ଜାମ ଜିଲ୍ଲା ରେ ଥିବା ଦୁଇଟି ପୋଲିସ ଜିଲାର ଥାନା ଅଧିକାରୀ ମାନଙ୍କ ବଦଳି ହୋଇଛି। ଯାହାକି ସରକାରଙ୍କ ନିୟମ ଅନୁସାରେ ଗୋଟିଏ ଜିଲ୍ଲାରେ ତିନି ବର୍ଷ ହୋଇଥିଲେ ଥାନା ଅଧିକାରୀ ମାନଙ୍କୁ

ଯାଦବପୁର ୟୁନିଭର୍ସିଟି ଛାତ୍ର ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ଆଉ ୨ ଛାତ୍ର…

କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ। ମୃତ ଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଏ ଦୁହିଁଙ୍କୁ ବାନ୍ଧିଛି। ଏହି ମାମଲାରେ ପୂର୍ବରୁ ଜଣେ ପୁରାତନ ଛାତ୍ରଙ୍କୁ ବାନ୍ଧିଥିଲା ପୁଲିସ। ସୂଚନା ଅନୁସାରେ,…

ଆଦିବାସୀ ହିଁ ଦେଶର ପ୍ରକୃତ ମାଲିକ: ରାହୁଲ ଗାନ୍ଧୀ…

ୱାୟନାଡ :  ଆଦିବାସୀଙ୍କୁ ସୀମିତ ଏବଂ ବର୍ଗିକୃତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ଜଙ୍ଗଲ ଜମିରୁ ବି ବଞ୍ଚିତ କରିବା ଅନୁଚିତ୍, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା କରିଦିଆଯିବା ଉଚିତ୍ କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହ ସେ ଆହୁରି କହିଛନ୍ତି, ଆଦିବାସୀ ଭାଇ-ଭଉଣୀ…

ମଣିପୁର ଭଳି ଛୋଟ ରାଜ୍ୟ ସମ୍ଭାଳି ପାରୁନାହାନ୍ତି ଦେଶ ଚଳାଇବେ କିପରି: ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୂପ କଲେ ମମତା…

କୋଲ୍‌କାତା: ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରୁ ନ ଥିବା ପ୍ରଧାନମନ୍ତ୍ରୀ କିପରି ସମଗ୍ର ଦେଶ ଚଳାଇବେ ବୋଲି ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପଶ୍ଚିମବଙ୍ଗରେ…

ଏହି ପ୍ରଶ୍ନର ଉତ୍ତର ଯଦି ନୀତୀଶ ଦେଇଦେବେ, ତାଙ୍କ ଚପଲ ମୁଁ ବୋହିବି: ପ୍ରଶାନ୍ତ କିଶୋର

ପାଟନା: ଜନ ସ୍ୱରାଜ ପଦଯାତ୍ରାର ସୂତ୍ରଧର ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାରର ସମସ୍ତିପୁରରେ ପଦଯାତ୍ରା କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡା ଟାର୍ଗେଟ କରିଛନ୍ତି | ଆଜି ସେ କହିଛନ୍ତି ଯେ ଯେତେବେଳେ ମୋତେ ପଚରାଗଲା…

ଜଳୁଛି ଆମେରିକାର ହାୱାଇ ଦ୍ୱୀପ, ମୃତ୍ୟୁସଂଖ୍ୟା ୮୯ କୁ ବୃଦ୍ଧି…

ନୂଆଦିଲ୍ଲୀ : ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ଏହି ଦ୍ୱୀପରେ ଥିବା ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯାଇଛି ପୂରା ସହର। ଯେଉଁଠି ଦେଖିବେ ଖାଲି ନିଆଁ ହିଁ ନିଆଁ। ବର୍ତ୍ତମାନ ସୁଦ୍ଧା 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି। କୋଟି…

ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର…

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି  ଦେଖିବା ପରେ  ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ  ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଛି । ପୂର୍ବରୁ…

ଭୁବନେଶ୍ୱରକୁ ଆବର୍ଜନାମୁକ୍ତ କରିବ “ଟିମ୍ ସାଇନ୍”, ବିଏମସି ଗଠନ କଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍‌ କରିବା ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।…