Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟ ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି: ମନମୋହନ
ଭୁବନେଶ୍ୱର: ଦେଶର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ‘ସବୁଜ ପତ୍ରିକା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ସଫଳ କରିବା ଏବଂ ଅସ୍ତ୍ରୋପଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ!-->…
ତାତିଲେ ଗ୍ରାମବାସୀ, ପୁଲିସ ଗାଡିକୁ ଅଟକାଇଲେ
ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ମେଳଣ ପଡ଼ିଆ ଠାରେ ଶନିବାର ରାତିରେ ପୁଲିସ ଭ୍ୟାନ୍କୁ କେତେକ ମହିଳା ଓ ପୁରୁଷ ମାନେ ଏକ ଘଣ୍ଟାରୁ ଅଧିକ ସମୟ କାଳ ଅଟକାଇ ରଖିଥିଲେ। ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା!-->…
ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼, ମାର୍ଶାଘାଇ ପୋଲିସର ଛାନଭିନ୍ ଆରମ୍ଭ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ । ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତି ଚନ୍ଦନ ମହାନ୍ତି । ସଂପୃକ୍ତ ଯୁବକଙ୍କ ପେଟରେ ଗୁଳି ବାଜିଛି । ସେ!-->…
ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ
ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ!-->!-->!-->…
ଶିମିଳିପାଳ ଅଭୟାରଣ୍ୟରୁ ୯ ବନ୍ଧୁକ ଜବତ
କରଞ୍ଜିଆ: ରକ୍ତ ରଞ୍ଜିତ ଶିମିଳିପାଳ ଅଭୟାରଣ୍ୟ ହେବ ଶିକାରୀ ମୁକ୍ତ। ସେଥିପାଇଁ ଚାଲିଛି ସର୍ଚ୍ଚ ଅପରେଶନ। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଗାଁରେ ପୁଲିସ୍ ଚଢ଼ଉ କରି ଶିକାର ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ୯ ବନ୍ଧୁକ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍ପି!-->…
ତନ୍ତ୍ର ପାଇଁ ବାବା ସାଜିଲେ ହତ୍ୟାକାରୀ, ନେଲେ ବାବାଙ୍କ ଜୀବନ!
ଭୁବନେଶ୍ୱର : ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ!-->…
ରାଜ୍ୟରେ କମିଲା ବାଘ ସଂଖ୍ୟା, ୨୦୧୮ରେ ୨୮ ଥିଲା ଏବେ ୨୦କୁ ଖସିଲା
ଭୁବନେଶ୍ୱର : ରାଜ୍ୟରେ କମିଛି ବାଘ ସଂଖ୍ୟା। ଓଡିଶାରେ ବର୍ତ୍ତମାନ ୨୦ଟି ବାଘ ରହିଛି। ୨୦୧୮ରେ ରାଜ୍ୟରେ ଏହି ସଂଖ୍ୟା ୨୮ ଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ସାମାନ୍ୟ ବୃଦ୍ଧିପାଇଛି। ୨୦୧୮ରେ ଏହା ୮ ଥିବା ବେଳେ ବର୍ତ୍ତମାନ ଏହା ୧୬କୁ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାଘ୍ର ଦିବସ!-->…
ସମ୍ପତ୍ତି ପାଇଁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ
ବ୍ରହ୍ମପୁର : ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।
!-->!-->…
ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ
ଯାଜପୁର : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ ବିଭାଗ!-->…
ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
ଏହାର ପ୍ରଭାବରେ!-->!-->!-->…