Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାତି ସାରା ଶୋଇବା ପରେ ସକାଳେ ଜଣାପଡିଲା ମଶିଣା ତଳେ ଥିଲା ନାଗ
ବାଙ୍କୀ : ନାଗ ସାପ ! ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ଟିକେ ଭାବିଲେ ଯଦି ଆପଣଙ୍କୁ କେହି ନାଗ ସାପ ସହିତ ଗୋଟେ ରାତି କାଟିବାକୁ କହିବ? ଭୟବିତ ହୋଇଯିବାଟା ତ ସ୍ଵଭାବିକ । କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ବାଙ୍କୀ ବ୍ଲକ୍ କିଆପଲା ପଞ୍ଚାୟତର ନୂଆଗାଁରେ । ଯେଉଁଠି ଏକ!-->…
ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ବିଜେପି ଦାବି କରିଛି । ଭୁବନେଶ୍ୱର ବିଜେପି ଅଫିସ୍ରେ!-->…
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ ।
ହେଲେ ସେମାନେ ଆଉ ବାହାରକୁ!-->!-->!-->…
ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ
ପୁରୀ : ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ ସୁମଦ୍ରରରା ୯ ନମ୍ବର ସେକ୍ଟରରେ ଯୁବକ ଜଣକ ଗାଧୋଉଥିବାବେଳେ!-->…
ପ୍ରଶ୍ନପତ୍ର ଲିକ ମାମଲା; ୫୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି
ଭୁବନେଶ୍ୱର: OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC । ବାଲେଶ୍ୱର!-->…
ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲା: ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କଲା EOW
ଭୁବନେଶ୍ବର: ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲା । ବନ୍ଧା ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ଵୟମ୍ ପ୍ରକାଶ ପରିଡା । ସ୍ୱୟମଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ତାଙ୍କ ନାଁରେ ୧ କୋଟି ୯ ଲକ୍ଷ ଟଙ୍କାର!-->…
ଆଜି ମହରମ୍, ଭଦ୍ରକରେ ୨୫ ପ୍ଲାଟୁନ ପୋଲିସ ମୁତୟନ
ଭୁବନେଶ୍ଵର: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି ।!-->…
ଗୁରୁକୃପା ଆଶ୍ରମରେବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା
ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼…
୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ
ବ୍ରହ୍ମପୁର //ଗୋପାଳପୁର : , ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ!-->!-->!-->!-->!-->…
ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ବସ୍ ମାଲିକଙ୍କ ବିରୋଧରେ କଟିବ ଇ-ଚାଲାଣ
ଭୁବନେଶ୍ୱର :ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କରିବେ, ସଂପୃକ୍ତ ବସ୍ ମାଲିକ ଗଣିବେ ଜରିମାନା। ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା ଉପରେ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ!-->…