Browsing Category

ଓଡିଶା

୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଓ ୨୪ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ ଅଭିଯୋଗ ହୋଇ

ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା । ଓକିଲ ଜରିଆରେ ହାଜର ଆବେଦନକୁ ଖାରଜ କଲେ ହାଇକୋର୍ଟ । ଆବେଦନ ଖାରଜ ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିଷ୍ପତ୍ତି । ସିବିଆଇ କୋର୍ଟ ସମନ ସତ୍ତ୍ୱେ ହାଜର ହେଉନଥିାଲ ଶ୍ରଦ୍ଧାଞ୍ଜଳି । ଏନେଇ

ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନାର IIC ଓ ASI, ମଦବେପାରୀ ଠାରୁ ନେଉଥିଲେ ୫୦ ହଜାର ଲାଞ୍ଚ

ବାଲେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ବାଲେଶ୍ବର ଚାନ୍ଦିପୁର ଥାନାର ଆଇଆଇସି ଓ ଏଏସଆଇ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ଆକରରେ ୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆଇଆଇସି ଗଣେଶ୍ବର ପ୍ରଧାନ ଓ

ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା । ପୋଲିସ ଅଭିଯୁକ୍ତ ପ୍ରେମିକ ନୟନ

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ

ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବୀନଙ୍କ ଟାର୍ଗେଟରେ ଓଡ଼ିଶାର ବିଜେପି ସାଂସଦ ଓ ମନ୍ତ୍ରୀ। ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେବା ସହ ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଦିଲ୍ଲୀ ଷଡ଼୍‌ଯନ୍ତ୍ରକାରୀଙ୍କୁ ଦିଆଯିବ ଉଚିତ୍‌ ଜବାବ।

ଯୁକ୍ତ ଦୁଇରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯୨୭ ଜଣ

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା

କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା : ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍‌ ଓ

ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି କବାଟ। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।