Browsing Category

ଓଡିଶା

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା:…

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି

ଟୁଇଟରରେ ଅପରାଜିତା-ଶ୍ରୀମୟୀ ମୁହାଁମୁହିଁ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ ନାଁରେ ଏସଏଚଜି

ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପ୍ରସଙ୍ଗ । ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା

ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ : ଭୟରେ ଟ୍ରେନରୁ ଓହ୍ଲାଇ ପଡିଲେ ଯାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି । ବ୍ରହ୍ମପୁର ରେଳ

ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍

ଭୁବନେଶ୍ବର : ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍ ସଂଜୟ ଜାମ୍ବୁରେଠାରୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ଏସ୍ଟିଏଫ୍, ଏଟିଏସ୍ ଓ ଆଇବିର ମିଳିତ ଜେରାରୁ ଜଣାପଡ଼ିଛି ଯେ ସେ ବ୍ୟବହାର କରୁଥିବା ୫ଟି ମୋବାଇଲ୍ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ

ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଆମ

ବଜ୍ରପାତ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ ଜିଲ୍ଲାରେ ବଜ୍ରପାତ ଘଟି ୨ ଜଣ ମହିଳାଙ୍କର ମୃତ୍ୟୁ

୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର ୬ ହଜାର

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛିି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ ବା ଡିଏମଆରସି