Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ
ବେଗୁନିଆ:ବେଗୁନିଆରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ମାନର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପ୍ରତିବାଦରେ ଆଜି ବେଗୁନିଆ ବନ୍ଦ । ବେଗୁନିଆ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ!-->…
ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ
ଦେବଗଡ଼: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା (୪୨)। ସୂଚନା ଅନୁ୍ଯାୟୀ ବିଭୁତି!-->…
ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ
ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ୍ ମେଡିସିନ୍ ଗୋଦାମରେ!-->…
ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ
ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ଅତ୍ୟଧିକ ମଦ ନିଶାରେ ଥିଲେ ।
!-->!-->…
ସୁନ୍ଦରଗଡ ବନଖଣ୍ଡର ଆଉ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ :ବନ ସୁରକ୍ଷା ସମିତିର ଜିଆଖତର ଉପଯୁକ୍ତ ବଜାର ବ୍ୟବସ୍ଥା କଲା…
• ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଉର୍ଦ୍ଧ ମହିଳା କରୁଛନ୍ତି ଜିଆଖତ ଚାଷ• ଦେବଗଡ ବନଖଣ୍ଡକୁ ଜିଆଖତ ବିକ୍ରି କରି ଆନ୍ତଃ ଜିଲ୍ଲା ବଜାର ବ୍ୟବସ୍ଥାର ଶୁଭାରମ୍ଭ• ପ୍ରଥମ ପର୍ଯ୍ୟାୟରେ ୨୨୦ କ୍ଵିଣ୍ଟାଲ ଜିଆଖତ ବିକ୍ରି କଲା ଫୁଲ୍ଧୁଡି ବନ ସୁରକ୍ଷା ସମିତି• ଚଳିତ ବର୍ଷ ଅମଳ ହେବ ୨୦୦୦!-->…
ଧରାପଡ଼ିଲେ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ
ଭୁବନେଶ୍ୱର : କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
ଗିରଫ ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ!-->!-->!-->…
ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ
ନିଃସର୍ତ୍ତ ଅଫିସ : ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ!-->…
ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ତାରିଖ ଯାଏ ୟେଲାେ ଆଲର୍ଟ ଜାରି
ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା!-->…
ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ପାଇକ ବିଦ୍ରାହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ନେଇ ରାଜ୍ୟ ବିଜେଡି ସରକାର କେନ୍ଦ୍ରକୁ ଦାୟୀ କରୁଛି । ଅନ୍ୟପକ୍ଷେ ପାଲଟା ଜବାବ ଦେଇ ବଜେପି କହିଛି ଓଡ଼ିଶାରେ ପାଇକ ସ୍କାରକୀ ନ କରିବା ଲାଗି ବିଜେଡି!-->…
ଲକର ଭାଙ୍ଗିଲା ବେଳେ ବାଜିଲା ସାଇରନ୍, ଦୌଡ଼ି ପଳାଇଲେ ଲୁଟେରା
ଗଞ୍ଜାମ : ବ୍ୟାଙ୍କ ଗେଟ୍ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି!-->…