Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼
ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ ।
ସେପଟେ!-->!-->!-->…
ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ
ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। ଆଜି ଓଡ଼ିଶା ସରକାର!-->…
5T ସଚିବ ଭି. କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତର ଆଜି ୨ୟ ଦିନ । ୨ୟ ଦିନରେ ଜଗତସିଂହପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ଉପରେ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା!-->…
ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍ଏ ରିପୋର୍ଟ
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ!-->…
ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା, ଦର୍ଶନରୁ ବଞ୍ଚିତ ଭକ୍ତ
ଆଠଗଡ଼ : ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ଧବଳେଶ୍ୱରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ଭାସିଯାଇଛି। ମହାନଦୀରେ ଅଧିକ ବର୍ଷା ପାଣି ଆସିବାରୁ ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ମଞ୍ଚେଶ୍ୱର ନଦୀ ଘାଟରୁ!-->…
ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍: ଜୁଏଲ ଓରାମ
ଭୁବନେଶ୍ୱର: ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମଙ୍କ ବିରୋଧ । ଅପରାଜିତା ଷଢଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ କହିଲେ ଜୁଏଲ୍ ।
ଆଇଏଏସ୍ ଅଡଫିସର କିଭଳି ଭାବେ ସିଧାସଳଖ ରାଜନୀତି କରୁଛନ୍ତି ପଶ୍ନ କରିଛନ୍ତି ସାଂସଦ। ଏଥିପାଇଁ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା!-->!-->!-->…
ରୂପାରେ ଆଚ୍ଛାଦିତ ହେଲା ସିଂହଦ୍ୱାର
ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ରୂପା ଛାଉଣୀରେ ଆଚ୍ଛାଦିତ ହେବା କାମ ଶେଷ ହୋଇଛି। ଭାଇ-ଭଉଣୀ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଶେଷ ହୋଇଛି କାମ।
ମୁମ୍ବାଇରୁ ଆସିଥିବା କାରିଗରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିଥିଲେ। ପ୍ରାଚୀନ ଉତ୍କଳୀୟ!-->!-->!-->…
ଫୁଲ ତୋଳିବା ବେଳେ ଅଘଟଣ: ପାଇଖାନା ଟାଙ୍କିକୁ ଖସି ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ
କଟକ: ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି।
ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ!-->!-->!-->…
ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା
ମାଲକାନଗିରି, (୨୯/୦୬) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଜୁନ୍ ମାସ ବ୍ୟାପୀ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ସଦର ମହକୁମାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ!-->!-->!-->…
ରଥଉପରେ ମହାପ୍ରଭୁଙ୍କ ସୁନାବେଶ, ରାତି ୧୨ଟା ପର୍ଯ୍ୟନ୍ତ ଦେବେ ଦର୍ଶନ
ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବେରିକେଡରେ ଯାଇ!-->…