Browsing Category

ଓଡିଶା

ମେଡିକାଲ ଛାତରୁ ଖସିଲା କଂକ୍ରିଟ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଘଟିଛି ଅଘଟଣ। ମେଡିକାଲର ଓପିଡି ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଅନେକ ରେଗୀ ଧାଡିରେ ରହିଥବା ସମୟରେ ହଠାତ୍ ଛାତରୁ କଂକ୍ରିଟ ଖସିବାରୁ ଜଣେ ରୋଗୀ ଆହତ ହୋଇଛନ୍ତି। ତେବେ ସୋଭାଗ୍ଯ ବସତଃ ଅନ୍ୟ କାହାରି କିଛି କ୍ଷତି

ରାଜଧାନୀରେ ଲୁଟେରାକୁ ହାତଗୋଡ଼ ବାନ୍ଧି ଉଲଗ୍ନ କରି ପିଟିଲେ

ଭୁବନେଶ୍ୱର: ରାଜଧାନୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଏକଦମ୍ ହୁଗୁଳା ହୋଇପଡିଛି । ନା ଥାନାର କୌଣସି ଭୟ ଅଛି ନା ପୁଲିସକୁ କୌଣସି ପ୍ରକାର ଖାତିର । ଶେଷ ସୀମାରେ ପହଞ୍ଚିଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ଜଣେ ଯୁବକଙ୍କୁ ରାଜଧାନୀ ରାଜରାସ୍ତାରେ ଉଲଗ୍ନ କରି ଲୋକେ ମାଡ଼ ମାରିଛନ୍ତି । ମାଡ଼

ଠିକାଦାର ରମେଶ ରାଉତ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଟାଙ୍ଗୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଛକରେ ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପରିଡ଼ା, ସନ୍ତୋଷ ପ୍ରଧାନ, ଦିଲ୍ଲୀପ କୁମାର ସୁରଜିତ ଓ ଗଙ୍ଗାଧର ସୁବୁଦ୍ଧି।

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ

ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ୫ କୋଟିରୁ ଅଧିକ ପରିମାଣର ସଂପତ୍ତି…

ଭୁବନେଶ୍ବର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର

ଧନ ବଳରେ ବଳିୟାନ ହୋଇ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ…

ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ଶ୍ରୀ ସୟଦ ସବୀର ସାହ ଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ

ଦିଲ୍ଲୀ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

ଝାରସୁଗୁଡା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜଗତ ପ୍ରକାଶ ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତ ସାରି ଶୁକ୍ରବାର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ସୁରେଶ ପୁଜାରୀଙ୍କ

ଭିଜିଲାନ୍ସ କୋର୍ଟରେ ହାଜର ହେବେ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନବରଙ୍ଗପୁର: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ହାଜର କରିବ ଭିଜିଲାନ୍ସ । ସୁନ୍ଦରଗଡ଼ ସ୍ୱତନ୍ତ୍ର

କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ

ଖେଳୁ ଖେଳୁ କୂଅକୁ ଖସିପଡ଼ିଲା ଅଢେଇ ବର୍ଷର ଝିଅ

ବଲାଙ୍ଗୀର :ରଖେ ହରି ତ ମାରେ କିଏ। ଏହାର ଅର୍ଥ ଯାହାକୁ ଉପରବାଲା ରକ୍ଷା କରିବାକୁ ଚାହୁଁଛନ୍ତି, ତା’ର କେହି କିଛି ବି କ୍ଷତି କରିପାରିବେ ନାହିଁ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ପୁଇଁତଳା ଥାନା ପଦମପୁର ଗାଁରେ ଅଢେଇ ବର୍ଷର ଝିଅଟି ଗତକାଲି ଖୋଲା