Browsing Category

ଓଡିଶା

ଶରଧାବାଲିରେ ବଡ଼ଠାକୁର, ବାଟରେ ଅଟକିଲେ କାଳିଆ ସାଆନ୍ତ ଓ ଦେବୀ ସୁଭଦ୍ରା

ପୁରୀ : ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ

ଠିକ ସମୟରେ ରଥାରୁଢ ହୋଇଥିଲେ ତିନି ଠାକୁର

ପୁରୀ : ଆଜି ପବିତ୍ର ରଥଯାତ୍ରା ଅବସରରେ ନୀତିକାନ୍ତି ସଠିକ ସମୟରେ ସଂପନ୍ନ ହୋଇଥିଲା | ପହଣ୍ଡି ମଧ୍ୟ ଠିକ ସମୟରେ ସରିଲା | ରଥାରୁଢ଼ ହୋଲେ ଚତୁର୍ଦ୍ଧା ମୂର୍ତ୍ତି। ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳେ ଙ୍ଗଳ ଆଳତି, ସୂର୍ଯ୍ୟ

ଅହମଦାବାଦ ରଥଯାତ୍ରା : ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନଗର ପରିକ୍ରମା କରାଇଲେ ହଜାର ହଜାର ଭକ୍ତ

ଅହମଦାବାଦ: ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ

‘୨୨ ନୁହେଁ, ୨୩ରେ କଳାହାଣ୍ଡି ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା’

ଭୁବନେଶ୍ବର : ଆସନ୍ତା ୨୨ ନୁହେଁ, ୨୩ ତାରିଖରେ କଳାହାଣ୍ଡି ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା। ଅନିବାର୍ଯ୍ୟ କାରଣବଶତଃ ନଡ୍ଡାଙ୍କ ଗସ୍ତ ଦିନଟିଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା।ଶ୍ରୀ ପଣ୍ଡା କହିଛନ୍ତି, ଆସନ୍ତା ୨୩ ତାରିଖ ଦିନ ୧୧ଟାରେ ଜେପି

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିଷ୍ପତ୍ତି; ୨୨ ଯାଏ ଖରାଛୁଟି, ୨୩ରୁ ୨୫ ସକାଳୁଆ

ସୁନ୍ଦରଗଡ଼: ଜୁନ୍ ୨୧ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଖରାଛୁଟିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ୨୩ ତାରିଖରେ ଖୋଲିବାକୁ ଥିବା ବିଦ୍ୟାଳୟଗୁଡ଼ିକରେ ୨୫ ତାରିଖ ପର୍ଯ୍ୟନ୍ତ ସାଢ଼େ ୬ଟାରୁ

ପିଏମ୍ ଆବାସ: ଆରମ୍ଭ ହେଲା ଅନଲାଇନରେ ୱାର୍କ ଅର୍ଡର ବଣ୍ଟା, ବର୍ଷକରେ ଘର ନସାରିଲେ ରଦ୍ଦ ହେବ ୱାର୍କ ଅର୍ଡର

ଭୁବନେଶ୍ବର : ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ରାଜ୍ୟରେ ଠପ୍ ହୋଇଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣିଥରେ କାର୍ଯ୍ୟାଦେଶ ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଅନଲାଇନରେ ଏହି ପିଏମ୍ ଆବାସ ଘରର ୱାର୍କ ଅର୍ଡର ଅନଲାଇନରେ ହିତାଧିକାରୀଙ୍କୁ ପ୍ରଦାନ

ବିଜେଡି ଓ ବିଜେପି ଭିତରେ ଅନୌପଚାରିକ ସଂପର୍କ ରହିଛି : ତୃଣମୂଳ ସାଂସଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି | ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନେ ଏବେ ମୋଦୀଙ୍କ ବିପକ୍ଷରେ ଲଢେଇ ପାଇଁ ଏକଜୁଟ ହେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାୟନ୍

ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ସୋର ସେକ୍ସନର ସିଗନାଲ ଜେଇଙ୍କୁ ଧରି ପଚରାଉପରା କରୁଛି ସିବିଆଇ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ଖୋଲତାଡ଼ ଜୋରଦାର କରିଛି CBI। ଆଜି ସୋର ସେକ୍ସନର ସିଗନାଲ JE ଅମୀର ଖାନଙ୍କୁ ନେଇ ପଚରାଉଚରା ଓ ଛାନଭିନ୍ କରୁଛି CBI। ଆମୀରଙ୍କୁ ତାଙ୍କ କରମପୁର ସ୍ଥିତ ବାସଭବନକୁ ନେଇ କାଗଜପତ୍ର ଯାଞ୍ଚ କରୁଛି ସିବିଆଇ। ଅମୀରଙ୍କ ଘର

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜ୍ୟବାସୀ ତଥା

ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା

ପୁରୀ : ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା। ପ୍ରାୟ ୨୫ ଜଣ ଲୋକ ଠେଲା ପେଲାରେ ପଡ଼ି ଯିବା ପରେ ସେମାନଙ୍କ ଉପରେ ଚଢ଼ିଗଲେ ଲୋକେ। ଲୋକେ ଦଳି ଦେବାରୁ ବହୁ ଲୋକ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରିଚିକୋଟ ଛକରେ ଏହି ଅଘଟଣ ଘଟିଛି।