ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା” ର ଏକ ପ୍ରତିନିଧି ଦଳ ମାନ୍ୟବର ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସାକ୍ଷାତ…

୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ…

add-all

ଭୁବନେଶ୍ୱର : “ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା” ର ଏକ ପ୍ରତିନିଧି ଦଳ ଗତ ତା୧୭.୦୮.୨୩ରିଖ (ଗୁରୁବାର) ଦିନ ମାନ୍ୟବର ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସାକ୍ଷାତ କରି ରାଜ୍ୟ ର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ରାଜ୍ୟ କୋଷାଧ୍ୟକ୍ଷ ଅଖିଳେଶପଦ ମହାନ୍ତି, ସମ୍ପାଦକ ଶିବାଶିଷ ମହାନ୍ତି, ଶଶୀଭୂଷଣ ଷଡ଼ଙ୍ଗୀ, ନରେନ୍ଦ୍ର କୁମାର ସାହୁ ଓ ବସନ୍ତ କୁମାର ସାମଲ ପ୍ରମୁଖ ମାନ୍ୟବର ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ରାଜ୍ୟ ସାମ୍ବାଦିକ ସଙ୍ଘ ର କାର୍ଯ୍ୟକ୍ରମ, ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ।

ad-week
Leave A Reply

Your email address will not be published.