Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ
ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ!-->…
ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା, ଅସଂଯତ ଅବସ୍ଥାରେ ଧରିଲେ ସ୍ତ୍ରୀ
ବଲାଙ୍ଗୀର : ଧରା ପଡିଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧିଆ ପୋଲିସ ବାବୁଙ୍କ ରାସଲୀଳା ଚାଲିଥିବା ବେଳେ ଧରାଇ ଦେଲେ ସ୍ତ୍ରୀ । ପୋଲିସକୁ ସାଙ୍ଗରେ ଧରି ପହଞ୍ଚିଗଲେ ସ୍ୱାମୀ ପାଖରେ । ଆଉ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲେ ପୋଲିସ କନେଷ୍ଟବଳ ବାବୁ ।
ଅସଂଯତ ଅବସ୍ଥାରେ!-->!-->!-->…
ରାଜନୈତିକ ହିଂସାକୁ ନେଇ ହଣାକଟା, ଜିଲ୍ଲା ପରିଷଦଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ
ଯାଜପୁର: ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଖଣ୍ଡା ଭୁଜାଲିରେ ଆକ୍ରମଣରେ ସ୍ଥାନୀୟ!-->…
ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ
ବାରିପଦା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ,!-->…
ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଙ୍କୀ : ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଏନ୍ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିଲା ରଜ ଦୋଳି। ସେଠାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା ।
!-->!-->!-->…
ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀ
ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ସାହୁ । ବିଭାଗ ପକ୍ଷରୁ ଭଡ଼ାରେ ଚାଲୁଥିବା ଭ୍ରାମ୍ୟମାଣ ଗାଡିର ୨୦୨୩-୨୪ ବର୍ଷ ନିମନ୍ତେ ଅନୁମତି ନବୀକରଣ କରିବାକୁ ଜଣେ ବୋଲେରୋ ଗାଡ଼ି!-->…
ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି
ପୁରୀ: ଆଜି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ବନକ ଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଥିବା ବେଳେ!-->…
ଶିକାରୀ ଗୁଳିରେ ଫରେଷ୍ଟର ମୃତ
କରଞ୍ଜିଆ: ଶିକାରୀ ଗୁଳିରେ ଫରେଷ୍ଟର ମୃତ । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାଳୟରେ ମୃତ!-->…
ଆହୁରି ୩ ଦିନ ତାତିରୁ ନାହିଁ ନିସ୍ତାର, ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୭ ଡିଗ୍ରୀ ଅଧିକ ରହିବା ସମ୍ଭାବନା
ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍େଓ୍ଵଭ୍ ନେଇ ଆଜି ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ!-->…
ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼
ବାଙ୍ଗିରିପୋଷି: ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର ।
ଅଭିଯୋଗ!-->!-->!-->…