Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଅ ଆକ୍ରମଣରେ ମା’ ମୃତ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି ।
ପୁରୀରେ ନକଲି ଅବଢ଼ା
ପୁରୀ: ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍!-->…
ଆଜିଠୁ ଆରମ୍ଭ ହେଲା `ମୋ ଘର’ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର :ରାଜ୍ୟର ସମସ୍ତ ଅଧିବାସୀଙ୍କ ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରୁଛନ୍ତି। ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା!-->…
ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ!-->…
ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି
କଟକ: ବାଲେଶ୍ଵର ଟ୍ରେନ ଦୃର୍ଘଟଣାରେ ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ ପ୍ରକାଶ କୁମାର ରାମ। ବୟସ ୧୭ ବର୍ଷ। ଘର ବିହାରରେ। ପ୍ରକାଶ!-->…
ଘରେ ଲୁଚାଇଥିଲେ ବାଘଛାଲ ଓ ହରିଣ ଶିଙ୍ଗ, ୩ ଗିରଫ
ନବରଙ୍ଗପୁର: ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ!-->…
ଟ୍ଵିନସିଟିକୁ ସିଭିୟର ହିଟୱେଭ୍ ଚେତାବନୀ, ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର :ତାତିରେ ଜଳୁଛି ଓଡ଼ିଶା । ୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ । ଟ୍ଵିନସିଟିକୁ ସିଭିଅର ହିଟ୍ େଓ୍ଵଭ୍ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍ େଓ୍ଵଭ୍ ଚେତାବନୀ । ଟ୍ଵିନସିଟର କିଛି ସ୍ଥାନରେ ଭୀଷଣ!-->…
ନୟାଗଡ଼ର ପୂର୍ବତନ ସିଏସଓଙ୍କ ଅଚଳାଚଳ ସମ୍ପତ୍ତି, ଭୁବନେଶ୍ୱରରେ ୫ କୋଠା…
କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ (ଏବେ ନିଲମ୍ବିତ ହୋଇ ରହିଛନ୍ତି) ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ!-->…
ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ: ସ୍ତ୍ରୀ ଓ ଝିଅ ଗୁରୁତର
ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
!-->!-->!-->…
କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମ୍ୟାଚ ଚାଲିଥିବା ବେଳେ ବିଜୁଳି ବିଭ୍ରାଟ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ। ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ!-->…