Browsing Category

ଓଡିଶା

ରାଜ୍ୟରେ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଗତ ୫ ଦିନ ହେବ ଓଡ଼ିଶାରେ ଅଛନ୍ତି। ବିଦ୍ୟୁତ କାଟକୁ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ସାଂସଦଙ୍କ

ରାଜସ୍ୱ ବିଭାଗ ଅଧିକାରୀ ଙ୍କ ଆଶ୍ରିବାଦ ରେ ବାଲି ଓ ପଥର ମାଫିଆ :ଆସ୍କା ଅଞ୍ଚଳରେ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ…

ବ୍ରହ୍ମପୁର: ଆସ୍କା ରେ ଥିବା ଋଷିକୂଲ୍ୟା ଓ ବଦନଦୀ ର ବାଲି ଜିଲ୍ଲା ସମେତ ଜିଲ୍ଲା ଓ ରାଜ୍ୟ ବାହାରେ ଚାହିଦା ରହିଛି। ଏହିବାଲି ରେ ଘର ତିଆରି କରିଲେ ଅଧିକ ମଜବୁତ ରହେ।ଏହାର ସୁଯୋଗ ନେଇ ଆସ୍କା ଅଞ୍ଚଳ ର ରାଜନେତା, ସମାଜ ସେବୀ ଓ ଅପରାଧ ତତ୍ୱ ମାନେ ସେମାନଙ୍କ ର ସମର୍ଥକ ଓ ନିଜଲୋକ ଙ୍କ

ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ ଜଣକ କନ୍ଧମାଳ ଜ଼ିଲ୍ଲା ବୁଡୁସୁଲା ଗ୍ରାମର

ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ

ଯାଜପୁର : ଯାଜପୁର ରୋଡ ସୋନ୍‌କୋ ଜୁଏଲରୀ ଡକାୟତି ଘଟଣାରେ ପୋଲିସକୁ ସଫଳତା। ବିହାରରୁ ଜଣେ ଡକାୟତକୁ ଗିରଫ କଲା ପୋଲିସ। ଗିରଫ ଡକାୟତ ବିହାର ବୈଶାଳୀ ଜିଲ୍ଲାର ରୂପେଶ କୁମାର ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ କହିଛନ୍ତି। ମେ ୧୫ତାରିଖରେ ୬ଜଣ ସଶସ୍ତ୍ର ଡକାୟତ ଯାଜପୁର ରୋଡସ୍ଥିତ ସେନକୋ

ଟ୍ରେନ୍ ଧକ୍କା ଦେବାରୁ ଯୁବକ ମୃତ୍ୟୁ…

ବେତନଟୀ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଉପକଣ୍ଠ ଭଗବାନପୁର ଗ୍ରାମ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।  ମୃତକ ହେଲେ ଭଗବାନପୁର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ପୁଅ ଲକ୍ଷ୍ମୀଧର ଦେହୁରୀ(୨୭)। ପ୍ରାପ୍ତ

କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ଗିରଫ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୮୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଭିଜିଲାନ୍ସ ପକ୍ଷରୁ ସୋମବାର ବିକାଶଚନ୍ଦ୍ର

ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା //ରାଉଲକେଲା: ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଣୀ ସତିମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଝାଡଖଣ୍ଡ ଆରାରୁ ବୀରମିତ୍ରପୁରରୁ ଝାରସୁଗୁଡା ଯାଉଥିଲା ଯାତ୍ରୀବାହୀ ବସ୍‌ । ରାଣୀ ସତିମନ୍ଦିର ନିକଟରେ ଓଭରଟେକ୍‌

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼

ଘଟଗାଁ: ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂଘବିଲା ନିକଟରେ ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଯୁବକ ହେଲେ ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ

ବାହାନଗା ଟ୍ରେନ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜଣେ ପୀଡ଼ିତଙ୍କ ଜୀବନ

କଟକ: ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ  ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିଜୟ ପାଶଓ୍ବାନ। ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି।ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି