Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ…
କାମାକ୍ଷାନଗର : କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଭୋର ସମୟର ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ବେଳେ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି।
ଫଳରେ ଘଟଣା!-->!-->!-->…
ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ରସିକିଆ ପ୍ରସୂତୀ ବିଭାଗ ଡ଼ାକ୍ତରଙ୍କ ନାଁରେ ଥାନାରେ ଏତଲା…
ଭଦ୍ରକ: ଚାନ୍ଦବାଲି ରସିକିଆ ଡ଼ାକ୍ତରଙ୍କ କଳାକାରନାମା ପାଇଁ ଏବେ ହରଡ଼ଘଣାରେ ପଡ଼ିଛି ଚାନ୍ଦବାଲି ମେଡ଼ିକାଲର ପ୍ରସୂତୀ ବିଭାଗ । ପ୍ରସୂତୀ ବିଭାଗର ଡ଼ାକ୍ତରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ମେଡ଼ିକାଲରେ କାର୍ଯ୍ୟରତ ମହିଳା ନର୍ସ । ମହିଳା ନର୍ସଙ୍କୁ ରସିକିଆ!-->…
ଉପକୂଳ ଓଡ଼ିଶାର ଅନେକ ଜାଗାରେ କାଳବୈଶାଖୀ ତାଣ୍ଡବ, ବ୍ୟାପକ କ୍ଷୟକ୍ଷତି
ଭୁବନେଶ୍ୱର : ଅପରାହ୍ନ ପ୍ରାୟ ୨ଟା ପରେ ଅଚାନକ ମାଡ଼ି ଆସିଲା କାଳବୈଶାଖୀ। ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ସାଙ୍ଗକୁ ଜୋର ପବନ ଓ ବର୍ଷା ହୋଇଥିଲା। ଉପକୂଳ ଓଡ଼ିଶାର ଅନେକ ଜାଗାରେ କାଳବୈଶାଖୀ ତାଣ୍ଡବ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଢେଙ୍କାନାଳ,!-->…
ମୁକ୍ତ ହେବେ ରାଜ୍ୟର ବିଭିନ୍ନ ଜେଲ୍ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ଜେଲ୍ରୁ ମୁକ୍ତ ହେବେ। ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯିବା ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି।
ସୂଚନାଯୋଗ୍ୟ, ଯେଉଁ କଏଦୀମାନେ ୧୪ ବର୍ଷରୁ ଊର୍ଦ୍ଧ୍ବ ସମୟ!-->!-->!-->…
କମିଶନରେଟ ପୁଲିସ ପକ୍ଷରୁ ସମୀକ୍ଷା ବୈଠକ
ଭୁବନେଶ୍ବର: ଅପରାଧ କମିଛି, ଦଣ୍ଡବିଧାନ ବଢିଛି। ତଥାପି କ୍ରାଇମ କଣ୍ଟ୍ରୋଲ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୁଲିସ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ପୁଲିସ କମିଶନର । ସାଇବର ଅପରାଧ, ଟ୍ରାଫିକ ସମସ୍ୟା, ପ୍ରପର୍ଟି ଅଫେନ୍ସ ଆଦି କ୍ଷେତ୍ରରେ ପୂର୍ବ!-->…
ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରରେ କଡା ଚେକିଂ, ୧୧ ଗିରଫ
ସମ୍ବଲପୁର : ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା ।
ସେଥିମଧ୍ୟରୁ ଟ୍ରିପଲ ରାଇଡିଙ୍ଗ ଓ ମଦ ପି ଗାଡି ଚଳାଉଥିବା ୩୦ ଜଣଙ୍କୁ!-->!-->!-->…
ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ଲୋକର ମୃତଦେହ ଉଦ୍ଧାର
ଚିତ୍ରକୋଣ୍ଡା: ପୁଣି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନିଖୋଜ ହୋଇଥିବା ଲୋକର ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ ଲୋକର ମୃତଦେହକୁ ଠାବ କରିଛନ୍ତି। ମୃତବ୍ୟକ୍ତିଜଣକ ହେଲେ କୃପା। ସେ ନିଖୋଜ ଥିଲେ।!-->…
ଭିମ୍ସାର୍ରେ ପୁଣି ରାଗିଂ
ବୁର୍ଲା, : ଭିମ୍ସାର୍ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର ମେଡିକାଲମାନଙ୍କୁ ନେଇ!-->…
ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍ ପୋର୍ଟାଲରେ ଅନ୍ ଲାଇନ୍ରେ ଆବେଦନ । ଜୁନ୍ ୨୦ ଯାଏଁ ଚାଲିବ ଆବେଦନ ।
ଜୁନ୍ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଜୁଲାଇ!-->!-->!-->…
ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର
ଉଦଳା : ଜମାକାରୀଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର । ଫଳରେ ତଦନ୍ତ କରିବାକୁ ଆସିଥିବା ଡାକ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏହି ଘଟଣା ଘଟିଛି ଉଦଳାରେର । ଉଦଳା ଡିମଗଡିଆ ପୋଷ୍ଟ ଅଫିସରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା ।
ପୋଷ୍ଟ ମାଷ୍ଟର!-->!-->!-->…