Browsing Category

ଓଡିଶା

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍‌ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ

ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ

କେନ୍ଦୁଝର: ବିନା ଅନୁମତିରେ ପ୍ରସୂତିଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ସୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ

ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଆଳି: ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ

ପଡ଼ୋଶୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର : ପଡ଼ୋଶୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା। ଭୁବନେଶ୍ୱର ୟୁନିଟ-୧ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକଙ୍କ ନାଁ ସୁଶାନ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ସୁଶାନ୍ତଙ୍କ ମୃତଦେହ। ଗତକାଲି ରାତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୂର୍ବ

ମେଲୋଡି ଦେଖି ଫେରୁଥିବାବେଳେ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା। ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ୍ । ସୂଚନା ପ୍ରକାରେ ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ

ଓଡ଼ିଶା ଏଲପିଜି ବିତରକ ସଙ୍ଘର ସାଧାରଣ ବାର୍ଷିକ ଅଧିବେଶନ

ଭୁବନେଶ୍ବର : ଓଡ଼ିଶା ଏଲ୍ ପି ଜି ବିତରକ ସଙ୍ଘର ସାଧାରଣ ବାର୍ଷିକ ଅଧିବେଶନ ଭୁବନେଶ୍ୱର ହୋଟେଲ ନ୍ୟୁ ମେରୀୟନ୍ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଟିତ ହୋଇଯାଉଛି l ଏଥିରେ ସାରା ଓଡ଼ିଶାର ତିନୋଟି ତୈଳ କଂପାନୀ ଯଥା ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ଓ ଭାରତ ପେଟ୍ରୋଲିୟମର ସାରା ଓଡ଼ିଶାର

ଗାଇସିଲେଟ ଥାନା ଆଇଆଇସି ଗିରଫ…

ବରଗଡ଼ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ।

ଲାଞ୍ଚ ଏବଂ ଅପହରଣ ମାମଲା, ମହିଳା ଏସ୍. ଆଇ ନିଲମ୍ବିତ

ମୋହନା:  ଗଞ୍ଜେଇ ମାମଲାରେ ଜବତ ଏକ ଅଟୋ କୁ ଛାଡିବା ପାଇଁ ଲାଞ୍ଚନେବା ଏବଂ ପରେ ଦୋଷମୁକ୍ତ ହେବାପାଇଁ ଅଭିଯୋଗ କାରିଙ୍କୁ ଅପହରଣ କରିବା ଘଟଣାରେ ଗଜପତି ଜ଼ିଲ୍ଲା ମୋହନା ଥାନାର ପୂର୍ବତନ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ ନିଲମ୍ବନ କରିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ୍.

ସିଭିଲ୍‌ ସର୍ଭିସ ପରୀକ୍ଷାରେ ଓଡ଼ିଶାର କୃତିତ୍ୱ, ଭିନ୍ନ ଭିନ୍ନ ର‍୍ୟାଙ୍କ୍‌ ରେ ୧୮ ଜଣ

ଭୁବନେଶ୍ୱର : ସଦ୍ୟ ପ୍ରକାଶ ପାଇଥିବା ସିଭଲ ସର୍ଭିସ ପରୀକ୍ଷା-୨୦୨୨ ରେ ଦେଶରେ ମୋଟ ୯୩୩ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ସେଥିମଧ୍ୟରୁ ଓଡିଶାରୁ ୧୮ ଜଣ ପରୀକ୍ଷାରେ ସଫଳ ହୋଇଥିବା ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପକ୍ଷରୁ ଜଣାପଡିଛି । ୟୁପିଏସସିପ ରୀକ୍ଷାରେ ସଫଳ ହୋଇଥିବା