Browsing Category

ଓଡିଶା

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଆର୍ଟ ଅଫ ଗିଭିଂ ଡେ। ପୁରୀ ଜିଲ୍ଲା ପିପିଲିରେ ଦଶମ ଆର୍ଟ ଅଫ୍‌ ଗିଭିଂ ଡେ’ ପାଳିତ ହୋଇଛି । ଏହି ଅବସରରେ ନିମାପଡ଼ା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଅଞ୍ଚଳର ଯୁବକ, ଯୁବତୀ, ମହିଳା ଆଶା କର୍ମୀ ମାନେ ସାମିଲ ହୋଇ

ବୋହୂଙ୍କ ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କଲେ ଶଶିଭୂଷଣ

ବାଙ୍କୀ : ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ଖାଲି ସେତିକି ନୁହେଁ ଯୌତୁକ

ପାଣିରେ ବୁଡି ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରୁଦ୍ର ଗତକାଲି ସନ୍ଧ୍ୟାରେ ଗାଁରେ ଥିବା

ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଏସ ସି ବି ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏକ ହଷ୍ଟେଲକୁ ଡାକି ଅନ୍ୟ ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ଠିକା ସଂସ୍ଥାରେ କାମ କରୁଛନ୍ତି ଅଭିଯୋଗକାରିଣୀ

ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର

ଯୋଡ଼ା : ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଗତ ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଏକ ବିବାହ ଭୋଜିରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କୋଇଡ଼ା ଥାନା

ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ଘର, ଅଫିସ୍‌ ସମେତ ମୋଟ ୭ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର, ମୟୂରଭଞ୍ଜ ଓ

ବିଶ୍ଵ ଆର୍ଟ ଅଫ ଗିଭିଂଡେରେ ସମ୍ମାନିତ ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଲାଲ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ହିଂସା ଛାଡି ଅହିଂସା ର ପଥକୁ ଅପଣାଇ ଥିବାରୁ ସେମାନଙ୍କୁ ବିଶ୍ଵ ଆର୍ଟ ଅଫ ଗିଭିଂ ଡେ ରେ ସମ୍ମାନିତ କରାଯାଇଛି।ଜୀବନ ଜୀଇଁବା

ଦୁଇ ଫେରାର ନିଶା ବେପାରୀଙ୍କ ଘରେ ନୋଟିସ ଲଗାଇଲା ନାଗପୁର ଓ ମାଲକାନଗିରି ପୁଲିସ…

ମାଲକାନଗିରି, ୧୬।୫ ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମୀ ନାମକ ବ୍ୟକ୍ତିଙ୍କ ନାମରେ ନାଗପୁର ସହର କାଲମାନା ଥାନରେ ଏନ୍‌ଡିପିଏସ୍ ମାମଲା ରହିଥିବା ବେଳେ ନାଗପୁର ପୁଲିସ ‌ମନୋଜକୁ ଖୋଜୁଥିବାରୁ ସେ ଫୋରର ରହିଛି । ତେବେ ବାରମ୍ବାର ନୋଟିସ ପରେ ମଧ୍ୟ ଅଭିଯୁକ୍ତ

ଆଜି ୪୪.୩ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଛଟପଟ ହେଉଛି। ଗୁଳୁଗୁଳି ଅସହ୍ୟ ହୋଇଯାଉଛି। ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ୪୪ ଡିଗ୍ରି ଉପରେ ୪ଟି ସହର ଥିବା ବେଳେ ସମ୍ବଲପୁର ଶୀର୍ଷରେ ରହିଛି। ସମ୍ବଲପୁରରେ ୪୪.୩ ଡିଗ୍ରି ପାରା