Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍
ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ କରାଯାଉଥିବା ସୂଚନା । ଭୁବନେଶ୍ଵରର ବାସ ଭବନରେ ମଧ୍ଯ ଚାଲିଛି ଚଢ଼ାଉ।
ଟ୍ୟାକ୍ସ ଫାଙ୍କିବା ନେଇ ରେଡ ଚାଲିଥିବା ସୂଚନା ମିଳିଛି ।!-->!-->!-->…
ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ…
କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ। ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
ଦୀର୍ଘ ଦିନ ହେବ ସେ କର୍କଟ ଓ ଲିଭର ରୋଗରେ ପୀଡିତ ଥିଲେ। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ!-->!-->!-->…
କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁ ନିକଟ ପେଣ୍ଡୁରାବାଲି ଜଙ୍ଗଲ ନିକଟ କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଉଦ୍ଧାର। ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ନିକଟସ୍ଥ ଗେରେଡା ଗାଁର ମାଳା ନାଇକ ବୋଲି ଜଣାପଡିଛି।!-->…
ଅଶାନ୍ତ ବ୍ରହ୍ମପୁର : ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଚିନ୍ତାରେ ସହରବାସୀ…
ବ୍ରହ୍ମପୁର : ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର ସହର ଆଇନ ଶୃଙ୍ଖଳା ସମ୍ପୂର୍ଣ ଭାବରେ ଭୁଶୁଡି ବାକୁ ବସିଲାଣି ପୁଣି ଆଗକୁ ଆସୁଛି ସାଧାରଣ ନିର୍ବାଚନ l ସହରରେ ବଢି ଚାଲିଛି ଦିନକୁ ଦିନ ଅପରାଧ ସଂଖ୍ୟା।ପୋଲିସ କୁ ଚାଲେଞ୍ଜ ଦେଇ ବଡ଼ ଆରାମରେ ଅପରାଧି ମାନେ ନିଜ କାର୍ଯ୍ୟକଳାପ ନିଭାଇ!-->…
ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ରେକର୍ଡ
ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଦେହମୁଣ୍ଡ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍ ରହିଲେ, ଅଚେତ ହେବା ଭଳି ଲାଗୁଛି। ୩ ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ!-->…
ମହୁମାଛି ଦଂଶନରେ ଜଣେ ମୃତ, ୧୯ ଗୁରୁତର
ରାୟଗଡା // ବାଲେଶ୍ୱର : ନିଆଁ ଜାଳିବା କାଳ ହେଲା। ନିଆଁ ଧୂଆଁରେ ଉଗ୍ର ହୋଇ ଉଠିଲେ ମହୁମାଛି। ପରେ ଗୋଡ଼ାଇ ଗୋଡ଼ାଇ ଯାହାକୁ ପାରିଲେ, ତାକୁ ଦଂଶିଲେ। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ଚିତ୍ର ବାଲେଶ୍ୱର ଓ!-->…
ଝାରସୁଗୁଡ଼ା ଉପନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ
ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା!-->…
ମା’କୁ ଜୀଅନ୍ତା ଜାଳି ଦେଲା ପୁଅ
ଯାଜପୁର: ଟଙ୍କା ପାଇଁ ମା’ ହେଲା ପର । ଯିଏ ପେଟ ଚିରି ଜନ୍ମ ଦେଇଥିଲା, ତାକୁ ହିଁ ଜୀଅନ୍ତା ଜାଳିଦେଲା ପୁଅ। ମା’ ଛଟପଟ ହୋଇ ମରିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି ନୃଶଂସ ପୁଅ। ଏପରି ଏକ ଛାତିଥରା ଘଟଣା ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ!-->…
ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧ୍ୟାନରେ ବସିଲେ ୫ ଟି ସଚିବ
ମୋହନା: ଦୁଇ ଦିନିଆ ଗଜପତି ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ବୁଧୁବାର ସକାଳ ୮ଟା ସମୟରେ ଚନ୍ଦ୍ରଗିରି ଏମ୍. ଟି. ସି. ଏସ୍ ବଙ୍ଗଳାରୁ କାର୍ ଯୋଗେ ଜିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚିଥିଲେ ୫ଟି ସଚିବ ଭି. କେ ପାଣ୍ଡିଆନ୍। ସଚିବ ପହଞ୍ଚିବା ପରେ ତାଙ୍କୁ ତିବ୍ବତୀୟ!-->…
ମାଓବାଦୀଙ୍କ ଗୁଳିରେ ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭେଟିଲେ ପୋଲିସ ଡିଜି
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ!-->…