Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖ ଅପରାହ୍ନରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ!-->!-->!-->…
ବଜ୍ରପାତ ନେଲା ୩ ଜୀବନ
ନୟାଗଡ଼: ଆଜି ଅପରାହ୍ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫), ମହୁଲିଆର ଜିତେନ୍ଦ୍ର ଦୋରା(୨୧),!-->…
ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ
ମୋହନା : ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ!-->…
ସାମ୍ନାକୁ ଆସିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ, ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି
ଭୁବନେଶ୍ୱର :ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜର ସତ । ଭିଡିଓରେ ଦିଶୁଥିବା ବ୍ୟକ୍ତି ଗୁଡ୍ଡୁ ମୁସଲିମ ନୁହଁନ୍ତି । ବରଂ ସୋହେଲା ଅଞ୍ଚଳର ଶେଖ୍ ହମିଦ୍ ମହମ୍ମଦ । ସଂପୃକ୍ତ ବ୍ୟକ୍ତି ଜଣକ ନିଜେ ସିସିଟିଭି ଫୁଟେଜରେ ଥିବା ଦାବି କରିବା ସହ ସେ ଗୁଡୁ ମୁସଲିମ!-->…
ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ
କଟକ : ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ୨ ମାସ ଭିତରେ ୧୮ ଟି ହାତୀଙ୍କର ହୋଇଛି ମୃତ୍ୟୁ। ହାତୀ ଆକ୍ରମଣରେ ୮ ଜଣ ମଣିଷଙ୍କର ମୃତ୍ୟ ହୋଇଛି। ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ ଜଏଣ୍ଟ ଟାସ୍କ ଫୋର୍ସ। ଏହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ।
ଏଥିସହ ୨!-->!-->!-->…
୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍ଏସ୍
ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଜଣେ!-->…
ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି
ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି।
!-->!-->!-->…
ଛୀନତାଇ ଘଟଣାର ହେବ ଟିଆଇ ପରେଡ଼, ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ: ଡିସିପି ପ୍ରତୀକ ସିଂ
ଭୁବନେଶ୍ୱର : ଲୁଟେରା କହିବ ଲୁଟର ସତ। ଛୀନତାଇ ଘଟଣାର ହେବ ଟିଆଇ ପରେଡ଼। ପ୍ରପର୍ଟି ଅଫେନ୍ସ ଘଟଣାରେ ଥାନାଧିକାରୀ ଓ ଆଇଓ ଙ୍କୁ ତାଗିଦ କରିବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିନା ଟିଆଇ ପରେଡ଼ରେ ହସ୍ତାନ୍ତର ହେବନି ଜବତ ସାମଗ୍ରୀ। ବିଚାର ପ୍ରକ୍ରିୟାରେ ପ୍ରମୁଖ!-->…
ନବୀନ-ନୀତୀଶ ଭେଟ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ!-->…
କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ , ୩ ମାଓବାଦୀ ମୃତ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମଦନପୁର ରାମପୁର ଥାନା ତୁରଙ୍ଗ ରିଜର୍ଭ ଫରେଷ୍ଟରେ ଗୁଳି ବିନିମୟ ହୋଇଛି । ଆଜି ସକାଳ ୧୦ଟା ବେଳେ ଏହି ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।!-->…