Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘୂର୍ଣ୍ଣିବଳୟ ୮ରେ ଲଘୁଚାପରେ ପରିଣତ ହୋଇ ୯ରେ ନେବ ବାତ୍ୟାର ରୂପ: ଆଇଏମ୍ଡି
ଭୁବନେଶ୍ୱର/ ନୂଆଦିଲ୍ଲୀ: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୮ ତାରିଖରେ ଏହି ଅଞ୍ଚଳରେ ଏକ ଲଘୁଚାପ!-->…
ଓଡିଶାରେ କଳାପାହାଡିଆଙ୍କ ଶାସନ ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ
ଝାରସୁଗୁଡା: ଝାରସୁଗୁଡା କୋଲାବିରାରେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଝାରସୁଗୁଡା ଏକ ଐତିହାସିକ ମାଟି, ସେ ଜନ୍ମ ନେତୃତ୍ୱ ତିଆରୀ କରିଥାଏ । ସ୍ୱର୍ଗୀୟ ହେମାନନ୍ଦ ବିଶ୍ୱାଳ ଓ କିଶୋର ମହାନ୍ତିଙ୍କୁ!-->…
ଚାକିରି ଦେବାକୁ କହି କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, STF ହାତରେ ଧରାପଡିଲା ନକଲି ଭିଜିଲାନ୍ସ SP
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ ଚାକିରିଆ ହୁଅନ୍ତୁ ବା ଠିକାଦାର ଅଥବା NGO । ଭିନ୍ନ!-->…
ମେ’ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର : ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା!-->…
ମଣିପୁରରୁ ଓଡ଼ିଶା ଫେରିଲେ ୧୦ ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ
ଭୁବନେଶ୍ବର: ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜାତିଗତ ହିଂସାରେ ଆକ୍ରାନ୍ତ ମଣିପୁରରେ ପାଠ!-->…
ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା:ଖୁବ୍ଶୀଘ୍ର ଖୋଲିବ ହତ୍ୟାକାଣ୍ଡର ଗୁମର
ଭୁବନେଶ୍ବର : ରାଉରକେଲାରୁ ନିରାଶ, ଭୁବନେଶ୍ୱରରେ ଖିଅ ଖୋଜା । ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଯାଏ ମିଳିନି ପରିଚୟ । ରାଉରକେଲାରେ ତନାଘନା ପରେ ଜିଆରପିକୁ ବଡ଼ ସୁରାକ ମିଳିଲାନି । ଅନୁମାନ କରାଯାଉଛି, ଭୁନେଶ୍ୱରରେ ମହିଳାଙ୍କୁ ହତ୍ୟା!-->…
କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ
ମାଲକାନଗିରି : କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ । ହିଡମା ସହଯୋଗୀ ଟପ୍ ମାଓ ନେତା ବସନ୍ତ ଅରଫ ସମଲୁର ମୃତ୍ୟୁ । ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିବା ମାଓ ସଂଗଠନର ପ୍ରବକ୍ତା ସମତା ଏକ ପ୍ରେସନୋଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଟପ୍ ମାଓ ନେତା ହିଡମା!-->…
ନୟାପଲ୍ଲୀ ବେହେରା ସାହି ଲେଡିଜ୍ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣା: ସିସିଟିଭି ଫୁଟେଜ୍ ଆଧାରରେ ତିନି ଜଣ ଅଟକ
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ଲେଡିଜ୍ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ୩ ଜଣ ଅଟକ । ସିସିଟିଭି ଫୁଟେଜ୍ ଆଧାରରେ ତିନି ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କୁ ପଚରାଉଚରା ଚାଲିଛି । ଲେଡିଜ୍ ହଷ୍ଟେଲରେ ଗଣ୍ଡଗୋଳ ଓ ମାରପିଟ୍ ଘଟଣାରେ!-->…
ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରେ ମରଣାନ୍ତକ ଆକ୍ରମଣ, ମହିଳା ଏଏସଆଇ ଗୁରୁତର
ତିର୍ତ୍ତୋଲ: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସ ଟିମ!-->…
ଆସନ୍ତାକାଲି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ, ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ
ଝାରସୁଗୁଡା: ଦୁଇ ଦିନ ପରେ ଝାରସୁଗୁଡ଼ା ଉପନିର୍ବାଚନ । ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆସନ୍ତାକାଲି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ । ଭୋଟ୍ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି । ପ୍ରାୟ!-->…