Browsing Category

ଓଡିଶା

ଖଣ୍ଡାଧାର ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକଙ୍କ ମୃତ୍ୟୁ

ବଣାଇ : ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ନେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ପାହାଡ଼ ମଝିରେ ଅଟକି

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଚାଲିଛି ବିରାଟ ପ୍ରସ୍ତୁତି, ବଦଳୁଛି ଗାଁର ରୂପରେଖ

ମୟୂରଭଞ୍ଜ : ଦୁଇ ଦିନ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଜନ୍ମମାଟି ଯିବେ ମହାମହିମ । ତାଙ୍କୁ ସ୍ୱାଗତ କରିବା ପାଇଁ ବିରାଟ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ

ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ, କୁକୁରଙ୍କ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର : ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ। ଏଣିକି ଆପଣଙ୍କ କୁକୁର କାହାକୁ କାମୁଡିଲେ ଆପଣ ଗଣିବେ ବଡ଼ ତଣ୍ଡ। କୁକୁର ପାଳିବାକୁ ହେଲେ ଆପଣଙ୍କୁ ମାନିବାକୁ ପଡିବ ନୂଆ ନିୟମ। ଭୁବନେଶ୍ବରରେ ଲଗାତାର କୁକୁର କାମୁଡା ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମସି ପ୍ରଣୟନ

ଏୟାରପୋର୍ଟରୁ ମେଟ୍ରୋ ଟ୍ରେନ ଚାଲିବା ପ୍ରସଙ୍ଗ: ସିଏମ୍‌ପି ରିପୋର୍ଟ ମାଗିଲା ଡିଏମ୍‌ଆରସି

ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଓଡିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ଓଆରଆଇଇଡିଏଲ୍‌କୁ ଏକ ରିପୋର୍ଟ ମାଗିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ- ଡିଏମ୍‌ଆରସି। ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ 

ରାଜଧାନୀରେ ୪ ଜଣ ବାଇକ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ

ମହାନଦୀ ଜଳ ବିବାଦ: ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର/ରାୟପୁର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗତ ୪୦ ବର୍ଷ ହେଲା ବିବାଦ ଜାରି ରହିଛି। ଏହାର ସମାଧାନ ଲାଗି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ପରେ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟ୍ରିବ୍ୟୁାନାଲ ଗଠନ

ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫ଟି

ସପ୍ତମ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା। ସପ୍ତମ ଦିନରେ ତୁମ୍ବରେ ବିନ୍ଧ କରାଯାଉଛି। ତିନି ରଥ ପାଇଁ ଆବଶ୍ୟକ ୪୨ଟି ଚକର ୪୨ଟି ତୁମ୍ବ ଗୋଲେଇ କରି ସୂତା ବାଡିଆ ଶେଷ ହେବା ପରେ ଗତକାଲି ଠାରୁ ତୁମ୍ବରେ

ମନ୍‌ କି ବାତ୍‌ ର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ

କଟକ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଆଜି ୧୦୦ତମ ଏପିସୋଡ୍‌ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ

ପୁଅର ମୃତ୍ୟୁ ଶୁଣି ଚାଲିଗଲା ବାପାଙ୍କ ଜୀବନ

ତରଭା: ସୋନପୁର ଜିଲ୍ଲା ତରଭାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତରଭାରେ ମାଲିପଡ଼ାରେ ଏକାସାଙ୍ଗେ ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ। ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତ୍ତତ୍ରାଣ ସା ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ