Browsing Category

ଓଡିଶା

ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା: ମାଆ ଓ ତିନି ପୁଅକୁ ଆଜୀବନ ଜେଲ୍‌

ଧର୍ମଗଡ଼ : ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହତ୍ୟାକାରୀ ତିନି ପୁଅ ଓ ମାଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୧୪/୬/୨୦୧୮ରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ ମଇଁଷି ମୃତ

ବାଲେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୬ ମଇଁଷିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିର ଖୁମକୂଟ ନିକଟ ଏକ ଫାର୍ମହାଉସରେ। ସୂନାଅନୂସାରେ, ଏକ ମଇଁଷି ପଲ ଖାଦ୍ୟ ଅନ୍ୱେଷଣରେ ଫାର୍ମହାଉସ ନିକଟକୁ ପଳାଇ ଆସିଥିଲେ। ହେଲେ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ

ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ

ଛେଳି ବେପାରୀଙ୍କୁ ହତ୍ୟା ଓ ୯ ଲକ୍ଷ ଲୁଟ୍ ଘଟଣା: ୨ ଝାଡ଼ଖଣ୍ଡୀ ଅପରାଧୀଙ୍କ ସହ ୫ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଅଜ୍ଞାତ ଦୁର୍ବୃତ୍ତ ଜଣେ ଛେଳି ବେପାରୀ ପ୍ରଭାତ ନାଏକଙ୍କୁ ଗୁଳି ମାରି ହତ୍ୟା କରିବା ସହ ତାଙ୍କଠାରୁ ୯ ଲକ୍ଷ ଲୁଟିଥିଲେ। ଗତ ୧୩ ତାରିଖରେ ସଂଘଟିତ ଏହି ଚାଞ୍ଚଲ୍ଯକର ହତ୍ଯାକାଣ୍ଡର ୫ ଅଭିଯୁକ୍ତଙ୍କୁ

ଠକ ତାନ୍ତ୍ରିକ କୈଫି ଖାଁ ନାଁରେ ଆଉ ଏକ ମାମଲା: ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ

କଟକ: ଗତକାଲି କଟକରୁ ଗିରଫ ହୋଇଥିବା ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାଁ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।

୨୦ ବର୍ଷ ହେଲା ଆତଙ୍କ ଖେଳାଇଛି ମାଓନେତା ହିଡ଼ମା…

ଜୟପୁର : ୨୦ ବର୍ଷ ହେଲା ଲାଲ୍ କରିଡରରେ ଆତଙ୍କ ଖେଳାଇ ଚାଲିଛି ଛତିଶଗଡ଼ ବସ୍ତର ଡିଭିଜନ୍ ମୁଖ୍ୟ ମାଓନେତା ହିଡ଼ମା। କେତେବେଳେ ଆମ୍ବୁସ୍‌ ତ କେତେବେଳେ ଏନ୍‌କାଉଣ୍ଟରରେ ଘାଇଲା କରୁଛି ସୁରକ୍ଷାକର୍ମୀଙ୍କୁ। ସମ୍ମୁଖ ଲଢ଼େଇ ସହ ବୋମା ତିଆରିରେ ସିଦ୍ଧହସ୍ତ ହିଡ଼ମା। ୨୦୨୧ ପରଠାରୁ ସକ୍ରିୟ

ଛତିଶଗଡ଼ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରି ନଥିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ରାଜନୈତକ ଫାଇଦା ନଥିଲେ ବିଜେପି ନେତା ପାଟି ଖୋଲନ୍ତି ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ କେବେ ବିଜେପି ଲଢେଇ କରୁଥିବା ଦେଖାଯାଏ ନାହିଁ। ରାଜନୈତିକ ଦୃଷ୍ଟିରୁ ଲାଭ ଥି‌ଲେ କେନ୍ଦ୍ରରେ ଥିବା ବିଜେପି ଓଡ଼ିଆ ମନ୍ତ୍ରୀମାନେ ଓଡ଼ିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ

ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଷଷ୍ଠ ଦିବସ। ପଞ୍ଚମ ଦିବସ ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏତଦ୍ ବ୍ୟତୀତ ତିନିରଥର ମହାରଣା ମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ

ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର

ଆନନ୍ଦପୁର : ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗାଁର ଚିନ୍ତାମଣି ବେହେରାଙ୍କ ଘରେ କିଛି ଦିନ ତଳେ ଏକ ନାଗ ସାପ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପରିବାର

ସରିଲା ମାରାଥନ ସେଣ୍ଟ୍ରାଲ GST ରେଡ୍‌

ଯାଜପୁର: ସରିଲା ମାରାଥନ ସେଣ୍ଟ୍ରାଲ GST ଚଢ଼ାଉ। ରାଜ୍ୟର ସବୁଠାରୁ ବଡ ଏକକାଳୀନ CGST ଚଢାଉ। ୧୫ ସ୍ଥାନରେ ହୋଇଥିଲା ୧୦ଟି ଟିମର ଚଢ଼ାଉ। ୧୮ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ। ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ସେଂଟ୍ରାଲ