Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସମ୍ବଲପୁରରେ ସନ୍ଧ୍ୟା ୬ଟାରେ ମୋବାଇଲରେ ମିଳିବ ଇଣ୍ଟରନେଟ୍ ସୁବିଧା
ସମ୍ବଲପୁର: ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ।ପୂର୍ବରୁ ବ୍ରଜବ୍ୟାଣ୍ଡ!-->…
ବଦଳିଲା ପାଗ: ୩ ଦିନ ତାତିରୁ ମୁକ୍ତି
ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲା ପାଇଁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା। କିନ୍ତୁ ଶୁକ୍ରବାର ଭୋର୍ ପ୍ରାୟ!-->…
ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ
ଦେବଗଡ଼: ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି ।
ଏନେଇ ଏସଟିଏଫରେ ତଦନ୍ତ ଜାରି ରହିଛି। ବାଲି ଟ୍ରକ ଧକ୍କାରେ!-->!-->!-->…
ବେଦାନ୍ତ ଫେକର କାରଖାନାରେ ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି
ଭଦ୍ରକ : ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି । ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା ।
ସୂଚନା ଅନୁଯାୟୀ ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ!-->!-->!-->…
ରାଜ୍ୟରେ ୨୪ ଘଣ୍ଟାରେ ୪୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୭୭୨ କୋଭିଡ୍ ଟେଷ୍ଟ ହୋଇଛି ।
ତେବେ କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୨୦୩ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ଟିଭ କେସ!-->!-->!-->…
ନନ୍ଦନ ବିହାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ନନ୍ଦନ ବିହାରର ଏକ ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ସେହି କୋଠାରେ ଲେବର ଭବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରୁଥିବାର କୁହାଯାଉଛି।
ଖବର ପାଇ!-->!-->!-->…
ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ
ମାଲକାନଗିରି: ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର!-->…
ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର
ସମ୍ବଲପୁର : ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ଅଶାନ୍ତ ବାତାବରଣରୁ ମୁକ୍ତ ହେଇ!-->…
ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ!-->…
ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ!-->…