Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ ଗଛ କାଟି ରାସ୍ତା!-->…
ବିବାହ ବେଦୀ ଉପରେ ଏସିଡ ମାଡ଼, ବର କନ୍ୟା ସମେତ ୧୨ ଗୁରୁତର…
ଉମରକୋଟ : ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ବେଳେ ବର!-->…
ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ
ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ!-->…
ଝାରସୁଗୁଡା ଉପନିର୍ବାଚନ: ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ଭୁବନେଶ୍ୱର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡିଶାବାସୀ!-->…
କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍ଲେଟ୍, ପୋଷ୍ଟର ଓ ଗୀତ ରିଲିଜ୍…
ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା!-->…
ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ!-->…
୪୩.୯ ଡିଗ୍ରି ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର, ଦ୍ବିତୀୟରେ ଭୁବନେଶ୍ବର ୪୩.୨ ଡିଗ୍ରି
ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍ଣ ୮ଟା ପରେ ଓ ଅପରାହ୍ଣ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି। ଆଜି ରାଜ୍ୟର ୨୮ଟି ସହରର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩.୯ ଡିଗ୍ରି ସହ!-->…
ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି!-->…
‘ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ। ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ ପାଇଁ!-->…
୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା…
ନୟାଗଡ଼:ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ ଏପରି!-->…