Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ
କଟକ : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ। ସୋସିଆଲ ସାଇନ୍ସ ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ । ଏହା ସହ ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ବୋଡ଼ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି ।
!-->!-->!-->…
ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ
ସମ୍ବଲପୁର: ସମ୍ବଲପୁରରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା। ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ ରହିବ ।
ସମସ୍ତ ମୋବାଇଲ୍ ସେବା!-->!-->!-->…
5T ସଚିବଙ୍କୁ ଭେଟି ଦୁଃଖ ଜଣାଇଲେ ବୟସ୍କ ଦମ୍ପତି
ପୁରୀ: ବିଭିନ୍ନ ସମୟରେ ପୁରୀ ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥାନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ଏଥି ପାଇଁ ପ୍ରାୟ ସମୟରେ ସେ ପୁରୀ ଗସ୍ତ କରିଥାନ୍ତି। ଠିକ୍ ସେହିପରି ଆଜି ମଧ୍ଯ ପୁରୀ ଆସିଥିଲେ 5T ସଚିବ। ହେଲେ ଏହି ସମୟରେ କିଛି ଏମିତି ଦ୍ରୁଶ୍ଯ ଦେଖିବାକୁ!-->…
ଓଡ଼ିଶାରେ ୨୪ ଘଣ୍ଟାରେ ୩୦୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍ ୫ହଜାର ୯୩୧ କୋଭିଡ୍ ଟେଷ୍ଟ ହୋଇଛି ।
ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ମୃତ ୭୦ ବର୍ଷୀୟ ବୃଦ୍ଧ!-->!-->!-->…
ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ…
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ ୧୭ ତାରିଖ ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା!-->…
ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି
ସମ୍ବଲପୁର: ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ!-->…
୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର, ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରି
ଭୁବନେଶ୍ବର: ପ୍ରବଳ ଖରା ଓ ଗରମ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ସୂର୍ଯ୍ୟଙ୍କ କୋପ ବଢ଼ିବାରେ ଲାଗୁଛି। ବିଗତ କିଛି ଦିନ ହେଲା ତାତିରୁ ନିସ୍ତାର ମିଳିପାରୁ ନାହିଁ। ଅପରାହ୍ଣ ପ୍ରାୟ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ଆଜି!-->…
ଭୁବନେଶ୍ୱର ରେଳ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ୍ରୁ ବିସ୍ଫୋରକ ଜବତ ଘଟଣା: ଆରପିଏଫ୍ର ତଦନ୍ତ ଜାରି
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରୁ ଶୁକ୍ରବାର ବିସ୍ଫୋରକ ଜବତ ଘଟଣା ନେଇ ଆରପିଏଫ୍ ତଦନ୍ତ ଜାରି ରଖିଛି। ଟ୍ରେନ ବଗିରେ ବିସ୍ଫୋରଣ ପାଇଁ ହୋଇଥିଲା କି ବଡ଼ ଯୋଜନା, ସେନେଇ ତନାଘନା ଆରମ୍ଭ କରିଛି RPF। କୋଣାର୍କ ଏକ୍ସପ୍ରେସଟି ମୁମ୍ବାଇ ଠାରୁ!-->…
ସମ୍ବଲପୁର ହିଂସା ଘଟଣା; ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି : ଏସିଏସ୍ ସତ୍ୟବ୍ରତ ସାହୁ
ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ସମୟରେ ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଜି ସନ୍ଧ୍ୟାରେ ରାଜସ୍ୱ ବିଭାଗ ଏସିଏସ୍ ସତ୍ୟବ୍ରତ ସାହୁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ!-->…
ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ନାଁରେ ସାଢ଼େ ୩ କୋଟି ଟଙ୍କା ଠକେଇ, ଭୁବନେଶ୍ୱରରୁ ୨ ଗିରଫ
ବାଲେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରାଇ ଦେବାକୁ ପ୍ରଲୋଭନ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିବା ଗ୍ୟାଙ୍ଗ ବାଲେଶ୍ୱର ପୁଲିସ ହାତରେ ଧରାପଡ଼ିଛି। ଏମାନେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ଠକି ନେଇଥିବା!-->…