Browsing Category

ଓଡିଶା

ଦିଅରର କଟୁରୀ ଚୋଟରେ ଭାଉଜ ମୃତ

ଯାଜପୁର: ଭାଉଜକୁ ହାଣିଲା ଦିଅର। ଘଟଣାସ୍ଥଳରେ ଭାଉଜର ମୃତ୍ୟୁ। ଏଭଳି ବିଭତ୍ସ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମରେ। ମୃତ ମହିଳା ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ। ଆଜି ସକାଳୁ ଅନିତା ଘର ଦାଣ୍ଡ ପହଁରୁ ଥିବା ସମୟରେ ଦିଅର ଜୟନ୍ତ ନାୟକ ଘର

ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଆରମ୍ଭ ହୋଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ବିରାଟ ପଟୁଆରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଦେଶୀବେହେରା ସାହିରେ ଥିବା ବାପଘରକୁ ବିଜେ କରିଛନ୍ତି ମା’। ପରମ୍ପରା ଅନୁସାରେ ଯାତ୍ରାର ମୁଖ୍ୟ ପୁରୋଧା ଦୁର୍ଗା ପ୍ରସାଦ ଦେଶୀ

ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ: ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ…

ବଲାଙ୍ଗିର: ବଲାଙ୍ଗିରରେ କିପରି ଚାଲିଥିଲା ଜାଲ ସାର୍ଟିଫିକେଟ ରାକେଟ । ଏସବୁ ଘଟଣାକୁ ଗୋଟି ଗୋଟି କରି କହିବେ ଅଭିଯୁକ୍ତ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଆଜି ଠାରୁ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଚାରିଜଣ ଅଭିଯୁକ୍ତଙ୍କୁ ୫

ପୁରୁଣା ପ୍ରେମିକର ଉପହାର ହେଲା କାଳ : ବର ସହ ଭାଇର ମୃତ୍ୟୁ ପରିବାରର ୪ସଦସ୍ୟ ଗୁରୁତର…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏକ ବିବାହ ଉତ୍ସବରେ ନିମନ୍ତ୍ରଣ ଅତିଥି ଦେଇଥିବା ଉପହାର ହୋମ ଥିଏଟେରରେ ବିସ୍ପୋରଣ। ଏଥିରେ ନବ ବିବାହିତ ବର ଏବଂ ବରର ଭାଇ ମୃତ୍ୟୁ ବରଣ କରିଛନ୍ତି। ପାରିବାରର ଚାରି ଜଣ ଗୁରୁତର।ଗତ କାଲି ଛତିଶଡ଼ର କବିରଧାମ ଜିଲ୍ଲା ଚମାରି ଗାଁ

କନ୍ଧମାଳ ପୁଲିସକୁ ମିଳିଛି ବଡ ସଫଳତା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର…

ଫୁଲବାଣୀ: ୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସ କୁ ମିଳିଛି ବଡ ସଫଳତା l ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି।

ବାଲି ମାଫିଆ ଙ୍କ କବ୍ଜା ରେ ରାଉରକେଲା ତହସିଲ : କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ…

ରାଉରକେଲା- ରାଉରକେଲା ତହସିଲ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ଏହାକୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟରେ ଥିବା ଅମଲା ତନ୍ତ୍ର ଚୁପ l ସୂଚନା ଥାଉକି ଏହି ତହସିଲ ଅଧିନରେ ଚାରି ଟି ବଡ଼ ବଡ଼ ବାଲୁକା ଶଯ୍ୟା ରହିଛି।ଯାହାଗତ ବର୍ଷ

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ ହୋଇଛି ।

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା: ଏସ୍‌ପି ସ୍ମିତ ପରମାର

ଝାରସୁଗୁଡା : ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା। ଝାରସୁଗୁଡ଼ା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୁଲିସ ତଦନ୍ତ କରି ଏହା ପାଇଥିବା ଆଜି ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟଙ୍କା ଆବଶ୍ୟକତା ପୂରଣ ପାଇଁ ୨ ଅଭିଯୁକ୍ତ

ଜାପନରେ ନିପ୍ପନ ଷ୍ଟିଲର ଡାଇରେକ୍ଟରଙ୍କ ସହ ସାକ୍ଷତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଦୂତାବାସର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଓଡିଶାକୁ ପୁଞ୍ଜି ନିବେଶକକାରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ

ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ

କଟକ :ବିଲଡରଙ୍କୁ ଆଶ୍ୱସ୍ତି। ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ଲାଗିଛି ହାଇକୋର୍ଟଙ୍କ ଅଙ୍କୁଶ। ଯଦି ବି ବର୍ଦ୍ଧିତ ହାରରେ ଫି ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି