Browsing Category

ଓଡିଶା

ସରକାରୀ ହସ୍ପିଟାଲରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର : କେବେ ପୂରଣ ହେବ ଡାକ୍ତର ପଦବୀ? ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜମାନଙ୍କରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ସମେତ ଅନ୍ୟାନ୍ୟ ପଦପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ଏ ପଦବୀଗୁଡ଼ିକ ପୂରଣ ଦିଗରେ ଠୋସ୍ ପଦକ୍ଷେପ ନେଉନଥିବାରୁ

ଆଇଏନ୍‌ଏସ ଚିଲିକାରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପ୍ରଶିକ୍ଷଣ, ୪ ମାସର ପ୍ରଶିକ୍ଷଣ ପରେ ପାସିଂ ଆଉଟ୍‌ ପରେଡ

ଭୁବନେଶ୍ୱର : ଆଇଏନ୍‌ଏସ ଚିଲିକାରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ପାସିଂ ଆଉଟ ପରେଡ୍‌ ସମାରୋହରେ ପ୍ରଥମ ବ୍ୟାଚ୍‌ର ୨୫୮୫ ଅଗ୍ନିବୀରଙ୍କ ପ୍ରଶିକ୍ଷଣ । ସେଥିରୁ ୨୭୩ ଜଣ ଯୁବତୀ। ୪ ମାସର ପ୍ରଶିକ୍ଷଣ ପରେ ଆଜି ପାସିଂ ଆଉଟ୍‌ ପରେଡ କରାଯାଇଛି । ସନ୍ଧ୍ୟା ୫ଟା

ଲୁଗା କିଣିବାକୁ ଭୁବନେଶ୍ବର ଆସିଥିଲେ, ‘ମୋ ବସ୍‌’ରୁ ୫୦ ହଜାର ଲୁଟ୍‌ ଅଭିଯୋଗ

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରଂପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥି ପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ

ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ, ସ୍ୱାମୀ ମୃତ

ମୟୁରଭଞ୍ଜ : ବାରିପଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ତା’ର ସ୍ତ୍ରୀକୁ ହାଣିବା ପରେ ବିଷ ପିଇଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ବଡସାହି ଥାନା ଛେଳିଆବି ଗାଁରେ । ମୋବାଇଲ

ଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ୨୦୧୮ର ତଥ୍ୟ ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରା ପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀଙ୍କ ଦ୍ଵାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ଟି କଲରାପତରିଆ ବାଘ

ପୁରୀ ରେଳ ଷ୍ଟେସନରେ ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ

ପୁରୀ: ପୁରୀ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଯାତ୍ରୀବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ ହୋଇଛି । ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି

କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ

କୋରାପୁଟ : ଘର ଲିପାପୋଛା ଓ ବାସନ ମାଜିବା ପାଇଁ ଆବଶ୍ୟକ ମାଟି ଆଣିବାକୁ ନଦୀକୂଳକୁ ଯାଇଥିଲେ। ନଦୀ କୂଳରେ ମାଟି ତାଡ଼ୁଥିବା ବେଳେ ମାଟି ଅତଡ଼ା ଧସି ଥିଲା। ଏହି ମାଟି ତଳେ ଚାପି ହୋଇ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ

ଶୂନ୍ୟକାଳରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସାଲୁଜା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି। ଏହି ମାମଲାରେ ମନୋଜ ମିଶ୍ର ଏବଂ

ବିବାହର ପ୍ରତିଶ୍ରୁତି ଦେଇ ଠକିଲେ କନେଷ୍ଟବଳ

ଭୁବନେଶ୍ୱର: ଲଭ, ସେକ୍ସ, ଧୋକା । ପ୍ରେମରେ ପ୍ରତାରଣା କଲେ କନଷ୍ଟେବଳ । ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ

୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା

ନବରଙ୍ଗପୁର : ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା’। ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ। କିନ୍ତୁ