Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସଉତୁଣୀର ତଣ୍ଟିଚିପି ହତ୍ୟା କଲା ସଉତୁଣୀ…
କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି। ଗାଧୋଇବାକୁ ଡାକି ନେଇ ସଉତୁଣୀର ତଣ୍ଟିଚିପି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା।
ନଇଗାଁର ଆକାଶ ମୁଣ୍ଡା ପ୍ରଥମ ପତ୍ନୀ ଥିବା!-->!-->!-->…
କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଅନୁରୋଧ
ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ ପ୍ରସଙ୍ଗରେ ଚିଠି । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ!-->…
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଟିଲାଗଡ଼: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ଥାନା ମନିଗାଁ ଡ଼କା ଡଙ୍ଗର ନିକଟସ୍ଥ ଜଙ୍ଗଲରେ। ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଗଛ ନିକଟରେ ଦୁଇଟି ଚପଲ ରହିଥିବା ବେଳେ ଯୁବକ ଙ୍କ ପରିଚୟ ମିଳି ପାରି ନାହିଁ । ହତ୍ୟା!-->…
ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ
ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଆଗାମୀ ନିର୍ବାଚନରେ ଲଢ଼ିବେ ବୋଲି ଅବସରପ୍ରାପ୍ତ ଆୟକର କମିସନର ଶ୍ରୀକାନ୍ତ ଚାଟାର୍ଜୀ ଘୋଷଣା କରିଛନ୍ତି। ଏ ନେଇ ଅଗ୍ରସେନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି।
ଏହି!-->!-->!-->…
ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା
ଭୁବନେଶ୍ୱର : ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ । ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ଟି ସ୍ଥାନରୁ ସେମାନେ ରାଲି କରିଛନ୍ତି । ଏକାଠି ହେଲେ ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ହଜାର ହଜାର ଜନଜାତି ଲୋକ । ସହିଦନଗର!-->…
ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା : ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ
ବଲାଙ୍ଗୀରି: ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ । ଶହ ଶହ!-->…
ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ଅନୁଧ୍ୟାନ…
ପୁରୀ: ପୁରୀରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି!-->…
ଆଇଏଏସ ବଦଳି: ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର : ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ କେତେକ ବଦଳି!-->…
ଆଜି ଓକିଲ ସଂଘ ନିର୍ବାଚନ, ମୋଟ ୩୩, ୪୩୪ ଆଇନଜୀବୀ
ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ।
!-->!-->!-->…
ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ର ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।
!-->!-->!-->…