Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୫୩୩ ଟଙ୍କାକୁ ବୃଦ୍ଧି ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ..
କଟକ:ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ହୋମଗାର୍ଡଙ୍କୁ ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ!-->…
ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି
ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ ।!-->…
ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ ହାଜର ହୋଇଥିଲେ।!-->…
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୧ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ମାର୍ଚ୍ଚ ୨୨ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ!-->…
ଆଗାମୀ ୩ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
ଭୁବନେଶ୍ୱର :ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ଆଗାମୀ ୩ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୨୪ ଘଣ୍ଟା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ନୂଆପଡ଼ା,!-->…
ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ
ଭୁବନେଶ୍ୱର :ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ ।ବୁଝାମଣା ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ପ୍ରଶାନ୍ତ ମେଣ୍ଡୁଲିଙ୍କ ସୂଚନା। ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଫଳରେ ବଜାରରେ ଏକପ୍ରକାର ହାହାକର!-->…
କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି: ରାଜସ୍ୱ ମନ୍ତ୍ରୀ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର ବୋଲି ବିରୋଧୀ ଦଳ ନେତା କହିବା ପରେ ଏହାର କ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁତ ଅବସରପ୍ରାପ୍ତ ଅଧିକାରୀ କାମ!-->…
ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ: ନୂଆପଡ଼ା ତହସିଲଦାର ନିଲମ୍ବିତ…
ନୂଆପଡା: ନୂଆପଡ଼ା ତହସିଲଦାର ନିଲମ୍ବିତ । ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ । ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ!-->…
ମାଗଣା ବିଦ୍ୟୁତ୍ ସଂଯୋଗ ଦେଲେ ଶ୍ରୀଲଙ୍କା ପରି ପରିସ୍ଥିତି ହେବ : ଶକ୍ତି ମନ୍ତ୍ରୀ
ଭୁବନେଶ୍ବର: ଶୁକ୍ରବାର ବିଧାନସଭାର ‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲାମାଲ୍, ରାଜ୍ୟବାସୀ ବେହାଲ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ସଂପର୍କିତ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଦ୍ୟୁତ ପରିବହନ ଜନିତ କ୍ଷତି ଉପରେ ନିଜର ମତ!-->…
ଚାକିରୀ ଆଶାୟୀ ପିଲାଙ୍କୁ ଠକିଥିବା ବଡ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ପୁଣି ଜଣେ ବଡ ଠକ । ବିହାର କେଶଡେଓରା ଗ୍ରାମରୁ ଅମିତ ସିଂହ ଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ୱେବ୍ସସାଇଟ କରି ୧୭ ରାଜ୍ୟର ପାଖାପାଖି ୩୫ ଲକ୍ଷ ପିଲାଙ୍କୁ ଠକିବାରେ ସଫଳ ହୋଇଥିଲା ଅମିତ । ଫେକ!-->…