Browsing Category

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଛି -ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସାରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ପ୍ରସଙ୍ଗ । ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଶ୍ୱନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ତାହା ସରକାରୀ ଓ ଘରୋଇ ସହାଭାଗିତାରେ ହେଉଛି । ଏହାର ସର୍ଭେ ପାଇଁ ୱାପକୋକୁ ୭୪କୋଟି ଦିଆଯାଇଛି । ଗୁରୁବାର ବିଧାନସଭାରେ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା

ତହସିଲଦାର ଅଫିସ ଆଗରେ ଆତ୍ମହୁତି କରିଥିବା ଯୁବକ ମୃତ

ନୂଆପଡା: ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଯୁବକ ମୃତ। ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ହେଲେ ଆଜି

ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ: ୩୫ରେ ପହଞ୍ଚିଲା ଗିରଫ ସଂଖ୍ୟା

ଗଞ୍ଜାମ: ଆକ୍ସନ ମୋଡରେ ଗଞ୍ଜାମ ପୋଲିସ । ୩୫ରେ ପହଞ୍ଚିଲା ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ ମାମଲାରେ ଗିରଫ ସଂଖ୍ୟା । ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଆଜି ୨୨ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି

ସମ୍ବଲପୁରରେ ୨୦୦ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ…

ସମ୍ବଲପୁର: ସମ୍ବଲପୁରରେ ପୋଲିସ-ଡ୍ରାଇଭର ମୁହାଁମୁହିଁ। ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ। ସମ୍ବଲପୁର ସଦର ଥାନା ଅର୍ନ୍ତଗତ ଜୟନ୍ତପୁର ଛକରେ ଧାରଣାରେ ବସିଥିବା ଡ୍ରାଇଭର ମାନଙ୍କୁ ଉଠାଇ ନେଇଛି । ୨୦୦ ଡ୍ରାଇଭରଙ୍କୁ ଉଠାଇନେଲା ପୋଲିସ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା

ଡ୍ରାଇଭର ଆନ୍ଦୋଳନ: ପ୍ରତ୍ୟାହାର ପାଇଁ ଅପିଲ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ୩ୟ ଦିନରେ ପହଞ୍ଚିଛି। ଡ୍ରାଇଭର ମହାସଂଘ ୧୦ ଦଫା ଦାବିରେ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ପ୍ରଶାସନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅପିଲ କରିଛନ୍ତି।

ରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଗିରଫ

ଭୁବନେଶ୍ୱର: ଜୁଆଡିଙ୍କୁ ଝଟକା । ରାଜଧାନୀରେ କମିଶନରେଟ୍ ପୁଲିସ ପକ୍ଷରୁ ପାଣ୍ଡରା ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ବଡ ଧରଣର ରେଡ କରାଯାଇଛି । ଏଥିରେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଉ ୧୫ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

ଆନ୍ଦୋଳନର ପ୍ରଭାବ: ରାତିସାରା ବୋହି ନେଲେ ପେଟ୍ରୋଲ…

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ପଡିଛି ପେଟ୍ରୋଲ ପମ୍ପ ଉପରେ। ୨ ଦିନର ଆନ୍ଦୋଳନ ଯୋଗୁଁ ଟାଙ୍କିରେ ତେଲ ସରିଯିବା ଆଶଙ୍କାରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ୧୦୦ ଟଙ୍କା ତେଲ ପକାଉଥିବା ଲୋକ

ଡ୍ରାଇଭର ଆନ୍ଦୋଳନ: ୩ମାସ ସୁଦ୍ଧା ପୂରଣ ହେବ ଦାବି, ଲିଖିତ ପ୍ରତିଶ୍ରୁତି ଦେଲେ ସରକାର

ଭୁବନେଶ୍ୱର: ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇଛି | ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି | ମୁଖ୍ୟ ଶାସନ ସଚିବଙ୍କ

ପଶ୍ଚିମା-ଝଡ଼ ପ୍ରଭାବ: ୧୮ରେ କୁଆପଥର ବର୍ଷା

ଭୁବନେଶ୍ବର: ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ,