Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକରେ ଧରାପଡିଲା ମାରଣା ଷଣ୍ଢ…
କଟକ : କଟକରେ ଧରାପଡିଲା ମାରଣା ଷଣ୍ଢ। ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ।
ଏପରିକି ରାସ୍ତାରେ କୌଣସି ଲୋକଙ୍କୁ ଯିବା ଆସିବା କରିବାକୁ ଦେଉ ନଥିଲା । ଫଳରେ!-->!-->!-->…
ଟ୍ରାକ୍ଟର ଧକ୍କାରେ ନାବାଳିକାଙ୍କ ମୃତ୍ୟୁ…
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ଗେଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି କଟାପାଲି ଗାଁର ଅନିରୁଦ୍ଧ ପଧାନଙ୍କ ଝିଅ ଶୃତି। ତାଙ୍କୁ ୧୦ ବର୍ଷ ହୋଇଥିଲା।
ଆଜି ସକାଳ!-->!-->!-->…
ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କମଳା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଯଥା କ୍ଷୀର ପ୍ୟାକେଟ, ଜରି ଓ ଅଦରକାରୀ ପ୍ଲାଷ୍ଟିକରୁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ!-->…
IOCL ପାଇପଲାଇନରୁ ଡିଜେଲ୍ ଚୋରୀ, ପେଟ୍ରୋଲ ପମ୍ପ ମାଲିକଙ୍କ ସମେତ ୭ ଗିରଫ
ସମ୍ବଲପୁର: ଡିଜେଲ ଚୋରି ଅଭିଯୋଗରେ ପେଟ୍ରୋଲ ଟାଙ୍କି ମାଲିକ ଗିରଫ । ସମ୍ବଲପୁର-ଜଟଣୀ IOCLର ତେଲ ପାଇପଲାଇନରୁ ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରୀ ଅଭିଯୋଗରେ ଏହି ପେଟ୍ରୋଲ ଟାଙ୍କି ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜୁଜୁମରା ଥାନା ପୁଲିସ।
ଗିରଫ ପେଟ୍ରୋଲ!-->!-->!-->…
ଚାନ୍ଦପୁର ବାଇପାସ୍ ନିକଟରେ ଦୁର୍ଘଟଣା; ଜଣେ ମୃତ, ୬ ଆହତ…
ରଣପୁର: ଚାନ୍ଦପୁର ବାଇପାସ୍ ନିକଟରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚାନ୍ଦପୁର ବାଇପାସ୍ ନିକଟ ଗୌରଚନ୍ଦ୍ରପୁର ଛକରେ ଏହି ଦୁର୍ଘଟଣା ଘଟିଛି।
ଏକ ପିକ୍ଅପ୍ ଭ୍ୟାନ୍କୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା!-->!-->!-->…
ଦ୍ୱିତୀୟ ବିବାହ କଲେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର…
ପିପିଲି: ଦ୍ୱିତୀୟ ବିବାହ କଲେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ସେ ତାଙ୍କ ଜୀବନ ସାଥି କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ତଥା ପିପିଲିର ଏକ ରିସୋର୍ଟରେ ବୈଦିକ ରୀତିନୀତି!-->…
ବିଏସ୍ଏଫ୍ ଯବାନଙ୍କ ମାଡ଼ରେ ଟ୍ରାଫିକ କନଷ୍ଟେବଲ ଆହତ…
ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ।
ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।!-->!-->!-->…
ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହେଡ୍ କନେଷ୍ଟବଳ ମୃତ
ମାଲକାନଗିରି: IED ବିସ୍ଫୋରଣରେ ହେଡ୍ କନେଷ୍ଟବଳ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ!-->…
ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ମିଳିଲା
ବଲାଙ୍ଗିର: ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣl ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି।!-->…
ରିମାଣ୍ଡରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ, ଚାଲିଛି ମାରାଥନ୍ ଜେରା
ବାଲେଶ୍ବର:ଚାନ୍ଦିପୁର ଆଇଟିଆର୍ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି!-->…