Browsing Category

ଓଡିଶା

ଭୁବନେଶ୍ବର କିସ୍‌ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍‌ ସିଙ୍ଗର ହନି ସିଂ…

ଭୁବନେଶ୍ବର: ପବିତ୍ର ଶିବରାତ୍ରିରେ କିସ୍‌ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍‌ ସିଙ୍ଗର ହନି ସିଂ । ଓଡ଼ିଶାରେ ନିଜର କାର୍ଯ୍ୟକ୍ରମ ପାଇଁ ଆସିଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶିବ ରାତ୍ରି

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ…

ଢେଙ୍କାନାଳ : ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ଜିଲା କୁଆଖିଆ ଥାନା

ରାତି ୧ଟା ୮ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଭୋର ୪ଟା୪୦ମିନିଟ୍‌ରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ

ଭୁବନେଶ୍ବର: ରାତି ୧ଟା ୮ରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉଠିଥିଲା ମହାଦୀପ । ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରି ଆସିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । ଶଙ୍ଖ ଧ୍ୱନି ସାଙ୍ଗକୁ କାହାଳୀ,

ଡ୍ରୋନ ଯୋଗେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା…

ନୂଆପଡା: ଡ୍ରୋନ୍‌ରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା। ଡ୍ରୋନ୍‌ରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାସ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ। ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଳ ମଧ୍ୟରେ

ବିଷାକ୍ତ ଖାଦ୍ୟ ଖାଇ କନ୍ୟାଶ୍ରମର ଜଣେ ଅନ୍ତେବାସୀ ମୃତ ଓ ୨୬ ଜଣ ଗୁରୁତର…

ସୋର: ବାଲେଶ୍ବର ଜିଲ୍ଲା ସୋର ଠାରେ ଥିବା ପୁରବାଇ କନ୍ୟାଶ୍ରମରେ ଗତକାଲି କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ

ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ…

ବୈପାରିଗୁଡ଼ା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ମହାଶିବରାତ୍ରି ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସଦରମହକୁମା ଠାରୁ ୮୦ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସୁଉଚ୍ଚ ପାହାଡ଼ର ଶିଖରରେ ରହିଥିବା ଏକ ଗୁମ୍ଫାରେ ବାବା ଗୁପ୍ତେଶ୍ୱରଙ୍କ ପୀଠ ରହିଥିବା ବେଳେ

ରାଜଧାନୀ ହାଇଟେକ ଛକରୁ ୭୦ କେଜି ଗଞ୍ଜେଇ ଜବତ…

ଭୁବନେଶ୍ବର: ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ ୟୁନିଟ। କନ୍ଧମାଳ ରୁ ଭୁବନେଶ୍ୱର ଦେଇ ପାଣି କୋଇଲି ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା। ୪ଟି

ବାବା ଧବଳେଶ୍ବର ପୀଠରେ ଜାରି ରହିଛି ଜାଗର ପୂଜା

କଟକ: ଆଜି ମହାଶିବରାତ୍ରି। ଦୀର୍ଘ ଦୁଇବର୍ଷ ପରେ ବିନା କରୋନା କଟକଣାରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ। ବାବା ଧବଳେଶ୍ବର ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା। ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ। ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି। ମନସ୍କାମନା

କେନ୍ଦୁଝର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ…

ଆନନ୍ଦପୁର: ଆନନ୍ଦପୁର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ। ପ୍ରଥମେ ସଚିବଙ୍କୁ ଆନନ୍ଦପୁର ଜଙ୍ଗଲ ବିଭାଗ ଡାକ ବଙ୍ଗଳା ରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, ଡି ଏଫ୍ଓଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ଜାତୀୟ ରାଜପଥ ୨୦ ବେଲବାହାଳି କୁଶେଇ ସେତୁ

ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂ ଗିରଫ…

ଭୁବନେଶ୍ବର: ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂ ଗିରଫ ହୋଇଥିବାର ଖବର ମିଳିଛି। ଧର୍ମପାଲ୍ ସିଂକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା।ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ