Browsing Category

ଓଡିଶା

ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି…

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ । ମୁଖ୍ୟ ସଚେତନ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ଭେଟିଲେ । ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ରଖିଛନ୍ତି

ସେ ଚାହିଁଲେ ମାରିପାରିବେ, ଯେଉଁଠିକି କହିବେ ସେଠାକୁ ଯିବି: ଜୟନାରାୟଣ

ଭୁବନେଶ୍ୱର: ‘ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୁଲିସ୍‌ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ।’ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା

ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି…

ବଲାଙ୍ଗିର: ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ ପ୍ରଥମେ ଉଭୟ ଦଳ

ଦୁର୍ବୁତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର…

ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଥିବା ମା କାମୁଡ଼େଇ ପୀଠର ମୁଖ୍ୟ ଫାଟକ ସମ୍ମୁଖରେ କେତେକ ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି । ସୂଚନା ଅନୁଯାୟୀ କେଉଁଝର ଜିଲା ରାମଚନ୍ଦ୍ରପୁର ଥାନା

ବିଏମ୍‌ସି ନୂଆ କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳିଲା ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ । ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ

ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର…

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଥାନା ଅଧିକାରୀ ଧସ୍ତାଧସ୍ତି ବିବାଦ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,

ଜୟନାରାୟଣ ମିଶ୍ରଙ୍କୁ ସରକାର ସୁରକ୍ଷା ଦିଅନ୍ତୁ: ଡି ପୁରନ୍ଦେଶ୍ବରୀ…

ଭୁବନେଶ୍ବର: ଓଡ଼ିଶାରେ ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ପକ୍ଷରୁ ବୁଧବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗୁରୁବାର କହିଛନ୍ତି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ

ମୋତେ ହତ୍ୟା କରିବା ପାଇଁ ସରକାର ଚକ୍ରାନ୍ତ ଚଳାଇଛନ୍ତି: ଜୟନାରାୟଣ

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଆଜି ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ

ଅନୁଭବ- ବର୍ଷା ପାରିବାରିକ ମାମାଲା: ବର୍ଷାଙ୍କର ହେଲା ସାକ୍ଷ୍ୟଗ୍ରହଣ…

କଟକ: ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ । କୋର୍ଟରୁ ଗଲେ ବର୍ଷା-ଅନୁଭବ । ବର୍ଷାଙ୍କର ସାଖ୍ୟଗ୍ରହଣ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ସମୟରେ ଆସି କୋର୍ଟରେ ଉପସ୍ଥିତ ହୋଇଥିଲେ । ଆଜି ଦୁଇଟି ପର୍ଯ୍ୟାୟରେ ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରକ୍ରିୟା

୩ ହାର୍ଡକୋର ମାଓବାଦୀ ସମେତ ୩୩ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ସମେତ ୩୩ ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ତିନି ହର୍ଡକୋର୍ ମାଓବାଦୀଙ୍କ ମୁଣ୍ଡ ଉପରେ ରେ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଆତ୍ମସର୍ପଣ ମାଓ ସମର୍ଥକ ସମସ୍ତେ କିଷ୍ଟାରାମ୍