Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅପରେସନ୍ ଅଧାରେ ରୋଗୀକୁ ଛାଡ଼ି ଚାଲିଗଲେ ଡ଼ାକ୍ତର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ
ବାଲେଶ୍ବର: ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍ ବିରୁଦ୍ଧରେ ଆସିଛି ଏଭଳି!-->…
ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଜଣ ଆଶାୟୀ ନାଁରେ ଅଭିଯୋଗ
ସମ୍ବଲପୁର : ସମ୍ବଲପୁରକୁ ଲମ୍ବିଛି ଫେକ ସାର୍ଟିଫିକେଟ ଚେର। ୬ ଜଣ ଚାକିରି ଆଶାୟୀଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ଡାକ ବିଭାଗ । ଏନେଇ ଜଣଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ!-->!-->!-->…
ଟ୍ରକ ପଛକୁ ପିଟିଲା ପିକଅପ ଭ୍ୟାନ୍, ୩ ମୃତ; ୬ ଗୁରୁତର
ଯାଜପୁର: ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ପିକ୍ଅପ୍ । ଦୁର୍ଘଟଣା ନେଇଛି ୩ଜଣଙ୍କର ଜୀବନ । ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଏହି ଦୁର୍ଘଟଣା ଘଟିଛି ।
ରାସ୍ତାକଡ଼ରେ ଠିଆ ହୋଇଥିବା ଏକ!-->!-->!-->…
ବେଙ୍ଗାଳୁରୁରରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସମେତ ଅନ୍ୟ ଜଣେ ଗିରଫ…
ବେଙ୍ଗାଳୁରୁ: ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା । ବେଙ୍ଗାଳୁରୁରରେ ଗିରଫ ହେଲେ ଓଡ଼ିଆ ପୋଲିସ ଅଧିକାରୀଙ୍କ ଦୁଇ ପୁଅ ସମେତ ୩ ଜଣ ଗିରଫ । ସେମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ଡିଏସପି କେଶବ କୁମାର ସାମନ୍ତରାୟଙ୍କ ପୁଅ ବାସୁଦେବ!-->…
ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…
ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ!-->…
କଟକ ସଦର ବ୍ୟବସାୟୀ ବିନୋଦ ବିହାରୀ ଦାସକୁ ଗୁଳି କରି ହତ୍ୟା ଘଟଣା: ୪ ଦୋଷୀଙ୍କୁ ଆଜୀବନ ସଜ୍ଜା
କଟକ: ହତ୍ୟାକାରୀ ଚାରି ଦୋଷୀଙ୍କୁ ଆଜୀବନ ସଜ୍ଜା। ୨୦୧୫ ମସିହା ଡିସେମ୍ବର ୬ ତାରିଖରେ କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ବ୍ୟବସାୟୀ କୁଟୁ ଓରଫ ବିନୋଦ ବିହାରୀ ଦାସକୁ ଦିନ ଦ୍ବିପହରରେ ଗୁଳି କରି ଜଘନ୍ୟ ଭାବେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ!-->…
ଜାତୀୟପଞ୍ଚାୟତପୁରସ୍କାର୨୦୨୩ ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ
ହିଞ୍ଜିଳିକାଟୁ : ଦେଶରେ ଗଞ୍ଜାମ ଜିଲ୍ଲା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦେଶରେ ୬୬୧୨ ଵ୍ଳକ ମଧ୍ୟରୁ ହିଞ୍ଜିଳିକାଟୁ ବ୍ଲକ୍ ଶ୍ରେଷ୍ଠ ଘୋଷିତ ହୋଇଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ପଞ୍ଚାୟତ ପୁରଷ୍କାର ୨୦୨୩ ବିଜ୍ଞପ୍ତି ପ୍ରକାଶ!-->…
ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣାଲତା
ଭୁବନେଶ୍ବର: ମାର୍ଚ୍ଚ ୧,୨୦୨୩ । ଲିଙ୍ଗରାଜ ଥାନାକୁ ଆସି ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା!-->…
ଆସନ୍ତା ପାଞ୍ଚଦିନ ଯାଏ ଦିନରେ ଖରା ଓ ଅପରାହ୍ଣରେ କାଳ ବୈଶାଖୀ
ଭୁବନେଶ୍ୱର : ଦିନରେ ଖରା, ଅପରାହ୍ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ!-->…
ଯାଜପୁରରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା: ଦିଅର ସମେତ ଯାଆ ଓ ଅନ୍ୟ ଜଣେ ସହଯୋଗୀ ଗିରଫ
ଯାଜପୁର:ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା। ଦିଅର ସମେତ ୩ଜଣ ଗିରଫ। ସୂଚନା ମୁତାବକ, ଗତ ୫ତାରିଖ ସକାଳେ ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନି ନାୟକ ଘର ଦାଣ୍ଡ ପହଁରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ନାୟକ ଭାଉଜକୁ ଘର ଭିତରକୁ ଟେକି!-->…