Browsing Category

ଓଡିଶା

ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି..

ଭୁବନେଶ୍ୱର: ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି |

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ…

ଭୁବନେଶ୍ୱର: ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା | ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି

ପୁଣି କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ…

କୋରାପୁଟ: ପୁଣି କୋଟିଆରେ ପଶି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା | ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା

୩୫ ଡିଗ୍ରି ଡେଇଁଲା ଭୁବନେଶ୍ବରର ତାପମାତ୍ରା

ଭୁବନେଶ୍ବର : ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରି ଡେଇଁଲା। ପ୍ରଥମ ଥର ଲାଗି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ନୟାଗଡ଼ ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ୩ ତାରିଖ ଦିନ ଦ୍ବିପହରରେ ଗୁଳି ଫୁଟାଇ ଟଙ୍କା ଓ ସୁନା ବାକ୍ସ ଲୁଟିବା ଘଟଣାରେ ଆଜି ଡକାୟତଙ୍କୁ ଗିରଫ କରିଛି ପୋଲିସ। ଆଜି ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡି.ଆଇଜି ସାମ୍ବାଦିକ

ବିଏମ୍‌ସି ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ…

ଭୁବନେଶ୍ବର:ଭୁବନେଶ୍ୱର ମହାନଗର ନିଗମକୁ ଶକ୍ତ ଝଟକା । ବିଏମ୍‌ସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । ୨୦୧୧ ମସିହାରେ ଭୁବନେଶ୍ୱରବାସୀଙ୍କଠାରୁ ବର୍ଦ୍ଧିତ ହାରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌। ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ଦିନ ପିନ୍ଧିବେ ଖଦଡ଼ରୁ ପ୍ରସ୍ତୁତ ପୋଷାକ। ଆସନ୍ତାକାଲି ଠାରୁ ଏହା ଲାଗୁ ହେବ। ସେହିପରି ପ୍ରତି ଶନିବାର ବିଶ୍ୱବିଦ୍ୟାଳୟ

ବାପାଙ୍କୁ ମନେ ପକାଇ ସଭାରେ କାନ୍ଦିଲେ ଝିଅ ଦୀପାଳି ଓ ପୁଅ ବିଶାଲ…

ଝାରସୁଗୁଡା: ବାପା ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ଝିଅ ଦୀପାଳି। ବାପାଙ୍କ ସ୍ମୃତିଚାରଣ କରି ସଭାରେ କାନ୍ଦିଲେ ଝିଅ ଦୀପାଳି। କହିଲେ, ବାପା କହୁଥିଲେ ସତ୍ୟର ବିଜୟ ହେବ। ଝାରସୁଗୁଡ଼ାର ବିକାଶ ବାପାଙ୍କର ସ୍ୱପ୍ନ ଥିଲା। ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି…

ଝାରସୁଗୁଡ଼ା : ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ

ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଗୁଳିମାଡ଼ରେ ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ହୋଇଛି ଖାରଜ । ଗୋଟିଏ ଦିନରେ ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ବିଚାର ବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖିଲେ ଆଡଭୋକେଟ୍‌ ଜେନେରାଲ୍‌ । ହାଇକୋର୍ଟ କହିଛନ୍ତି, ନବ ଦାସଙ୍କୁ ଗୁଳିମାଡ଼