Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପିର ଅପରାଧକୁ ନେଇ ରାଜନୀତି କରିବା ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡିଶାବାସୀ: ବିଜେଡି
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦର୍ଶାଇଲା ବିଜେଡି ବିଜେପି ଶାସିତ ରାଜ୍ୟର ଆଇନ୍ଶୃଙ୍ଖଳାର ଉଦାହରଣ ଦେଲା ଅଦାଲତ ଉପରେ ଭରସା ରଖିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ବିରୋଧିଦଳ ନେତା ଓ କେନ୍ଦ୍ରମନ୍ତ୍ରୀ ଜାମିନରେ ଥିବା କହିଲା ବିଜେଡି ଏଭଳି ହୀନ ରାଜନୀତି ପାଇଁ ପୁଣି!-->…
୯ବର୍ଷରେ ରେଳବାଇ ଓଡ଼ିଶାରୁ ନେଲାଣି ୨ଲକ୍ଷ କୋଟିର ରାଜସ୍ବ : ବିଜେଡି
ଭୁବନେଶ୍ବର : ରେଳ ବଜେଟ୍ରେ ଓଡ଼ିଶାକୁ ୧୦,୦୧୨କୋଟି ମିଳିବା ପରେ ଆଜି ବିେଜଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଳବାଇ ରାଜସ୍ବ ହିସାବରେ ଓଡ଼ିଶା ବାର୍ଷିକ ହାରାହାରି ୨୦ରୁ!-->…
ନବବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…
ସାଲେପୁର: ପ୍ରେମ ବିବାହର ୭ମାସ ନ ପୂରୁଣୁ ଜଣେ ନବବଧୂର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ନବବଧୂ ପରିବାର ପକ୍ଷରୁ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସାଲେପୁର ପୁଲିସ ଏହି ଘଟଣାରେ ନବବଧୂର ଶ୍ୱଶୁରଙ୍କୁ!-->…
ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ
ପୁରୀ: ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ!-->…
ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ସହିତ ୫ଗିରଫ
ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା ପୋଲିସ। ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ବେଳେ ଯାଜପୁର ଏସପିଙ୍କ ନିର୍ଦେଶ କ୍ରମେ ବୈରୀ ଥାନା ପୋଲିସ ଚଢ଼ାଉ କରି ୫ଜଣକୁ ଗିରଫ କରିଛି।!-->…
ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ : ଜମିବାଡ଼ି ବିବାଦ ଥିଲା ମୂଳ କେନ୍ଦ୍ର..
ରାଉରକେଲା: ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।!-->…
ମୁଖ୍ୟମନ୍ତ୍ରୀ ନିରବ କାହିଁକି: ଶରତ ପଟ୍ଟନାୟକ…
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ । ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କଲେ ଶରତ ପଟ୍ଟନାୟକ । କ୍ରାଇମ ବ୍ରାଞ୍ଚ ଉପରେ କାହାର ଭରସା ନାହିଁ । ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଅ୍ଧବ ତଦନ୍ତ ହେଲେ ଘଟଣା କଣ!-->…
ଟି-ସେତୁରେ ଜାଗର କଟକଣା…
କଟକ : ଆସନ୍ତା ୧୮ ତାରିଖରେ ମହାଶିବ ରାତ୍ରୀ। ଏଥିପାଇଁ ବଡ଼ମ୍ୱା ସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ ଦେଇ ଯାନବାହନ ବନ୍ଦ ରହିବ ବୋଲି ଶନିବାର!-->…
ଓଡ଼ିଶାର ସବୁ ବିଦ୍ୟାଳୟକୁ ‘ଶିଶୁଲେଖା’ ପତ୍ରିକା ବଣ୍ଟନର ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର!-->…
ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ…
ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାେଇୱ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି । ଶିଳ୍ପ ବିଭାଗ!-->…