Browsing Category

ଓଡିଶା

ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ

୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌…

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍‌ରେଟୋରୀ ଟେକ୍ନିସିଆନ୍‌ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା

ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତଦେହ ଉଦ୍ଧାର…

ସୋର: ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ

୧୦୬ ହାଇସ୍କୁଲ ପାଇଁ ଆସିଲା ଚିଠା ଗାଇଡଲାଇନ…

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ ହୋଇଥିବା ୧୦୬ ହାଇସ୍କୁଲ ପାଇଁ ଚିଠା ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପଠାଯାଇଛି । ତେବେ ୫୭ଟି ଉଚ୍ଚମାଧ୍ୟମିକ ସ୍କୁଲ ସମଗ୍ର

ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ ୧୧ କୋଟି ଟଙ୍କା ଠକେଇ…

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଏମସିର କେଳେଙ୍କାରୀ ସାମ୍ନାକୁ ଆସୁଛି । ୫୪ କୋଟି ଟଙ୍କା ହେରଫେର ମାମଲାରେ କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ବିଏମସି ସୈନିକସ୍କୁଲ ସ୍ଥିତ ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ୧୧ କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି ।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆସନ୍ତାକାଲି ଠାରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ

ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କ ଘରେ ପଶି ଆକ୍ରମଣ କଲେ ଯୁବକ…

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ। ରାଜଧାନୀ ଭୁନେଶ୍ୱର କାନନ ବିହାର ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଣପୁରର ଓ ଯାଜପୁରର ଦୁଇ ଜଣ ଯୁବତୀ ଗୋଟିଏ ଭୁବନେଶ୍ୱରର ଏକ କ୍ଲବରେ କାମ କରୁଥିବା ବେଳେ କାନନ ବିହାରରେ ଭଡ଼ାରେ ରହୁଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା, ବଦଳିଲେ ଝାରସୁଗୁଡ଼ା ଏସ୍‌ପି…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ

ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌

ଝାରସୁଗୁଡା : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍‌ଭିନ୍‌ । କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍‌ । କେମିତି

ଗୋପାଳର ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ୍‌

ବ୍ରହ୍ମପୁର: ନବଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗୋପାଳର ଜଳେଶ୍ୱର ଖଣ୍ଡି ତା‘ର ଗାଁରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳକୁ କେଉଁ ଆଡେ ନେଇଛି ତାହା ଜଣା ପଡିନାହିଁ । ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ ମିଳିପାରେ