Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ…
ଚିକିଟି : ଘାଟିରେ ବସ୍ ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ମହିଳା। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା।
!-->!-->!-->…
୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ…
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ!-->…
ଯାଜପୁରରେ ଆନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…
ଯାଜପୁର: ଅଗ୍ରଗାମୀ କାରିଗର, ସଂସ୍କୃତି ଏବଂ କଳା ଉତ୍ସାହୀଙ୍କ ଏକ ମିଳନକୁ ନେଇ ଏହାର ପ୍ରଥମ ଶିଳ୍ପ ସମ୍ମିଳନୀରେ ଏହା ପ୍ରଥମ । ୧୫ ଟି ଦେଶର ଆନ୍ତର୍ଜାତୀୟ ପ୍ରତିନିଧିମାନେ ସ୍ଥାନୀୟ କାରିଗର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ଜଡିତ ହେବା ପାଇଁ ଯାଜପୁରରେ ପହଞ୍ଚିଛନ୍ତି । ଜାତିସଂଘର!-->…
ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପ୍ରିଲିମ୍: କଳା, ପିସିଏମ ଓ ସିବିଜେଡ୍ ପାଇଁ ହେବ ପରୀକ୍ଷା
ଭୁବନେଶ୍ୱର: ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସଏସସି (ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ମାସରେ ପ୍ରିଲିମ୍ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି!-->…
ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ତାଲିକା ପ୍ରକାଶ…
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହେବାକୁ ଥିବାବେଳେ ୨୦ ଜିଲାରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ଏ ନେଇ ଶୁକ୍ରବାର ଏକ ତାଲିକା ପ୍ରକାଶ ପାଇଛି ।ତେବେ କେଉଁଠି କି’ଏ ପତାକା ଉତ୍ତୋଳନ କରିବେ!-->…
ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲା ଦେଶର ସର୍ବଶ୍ରେଷ୍ଠ ଥାନା ଆସ୍କା ଥାନା…
ଭଞ୍ଜନଗର: ଆସ୍କା ଥାନା ଦେଶର ସର୍ବଶ୍ରେଷ୍ଠ ଥାନା । ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ଆସ୍କା ଥାନା ଆଇଆଇସି । ପୁରସ୍କାର ଗ୍ରହଣ କଲେ ଆସ୍କା ଥାନା ଆଇଆଇସି ପ୍ରଶାନ୍ତ ସାହୁ । ଭାରତର ସର୍ବଶ୍ରେଷ୍ଠ ଥାନା ଭାବେ ଆସ୍କା ପାଇଲା ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ ଡିଜିପି ସମ୍ମିଳନୀରେ!-->…
ବୈଠକ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ ହେବାରୁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ । ଆଜି ଦିଶା ବୈଠକ ସଠିକ ସମୟରେ ଆରମ୍ଭ ନ ହେବା ସହ ଜିଲ୍ଲାପାଳ ବିଳମ୍ବରେ ଆସିବାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର PDଙ୍କ ଉପରେ ରାଗିଥିଲେ ସଂଗୀତା କୁମାରୀ । ଜିଲ୍ଲା ପ୍ରଶାସନ ମନ ଇଚ୍ଛା କାମ!-->…
ଆମେ ବୁଝାମଣା ପାଇଁ ରାଜି ଅଛୁ : ହ୍ୟୁମାନଙ୍କ ମାଆ
କଟକ: ଷ୍ଟାର କପଲ ହ୍ୟୁମାନ୍ ସାଗର-ଶ୍ରୀୟା ବିବାଦରେ କମ୍ପ୍ରମାଇଜ୍ କରିବାକୁ ଆମେ ପ୍ରସ୍ତୁତ। ପୁଅ ଓ ବୋହୂ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ । ସେହିପରି ଶ୍ରୀୟା ଓ ଝିଅକୁ ବହୁତ ମିସ କରୁଛି । ସବୁ ଧର୍ମକୁ ସମ୍ମାନ ଦେଉ ବୋଲି କହିଛନ୍ତି ହ୍ୟୁମାନ୍ ସାଗର!-->…
ଜେଲ ଭିତରେ ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା…
ଭୁବନେଶ୍ୱର: ଆଇନ୍ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ। କୋର୍ଟଙ୍କ ଅନୁମତି ପରେ ଲ ପରୀକ୍ଷା ଦେବେ ଅର୍ଚ୍ଚନା। କ୍ୟାପିଟାଲ ଲ’ କଲେଜ୍ରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଫର୍ମପୂରଣ କରିଛନ୍ତି। ସପ୍ତମ ସେମିଷ୍ଟାର ପାଇଁ ଫର୍ମପୂରଣ କରିଛନ୍ତି ଅର୍ଚ୍ଚନା। କ୍ୟାପିଟାଲ ଲ’ କଲେଜ୍ରେ ୫!-->…
NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ୪ ମାଓବାଦୀଙ୍କ ନାଁ ରେ ଲାଗିଛି ପୋଷ୍ଟର…
କୋରାପୁଟ : କୁଖ୍ୟାତ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । ଧରାଇଦେଲେ ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲଖ ରହିଛି ।
୪ ଜଣ!-->!-->!-->…