Browsing Category

ଓଡିଶା

ପ୍ରକାଶ ପାଇଲା ମାଟ୍ରିକ୍, ମଧ୍ୟମା ଏସ୍‌ଏ-୧ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌) ଓ ମଧ୍ୟମା(ସଂସ୍କୃତ ଟୋଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଟାବୁଲେସନ

ରାଜ୍ୟରେ ଆରମ୍ଭ ହେବ ସରୋଗାସି, ଆବେଦନ କଲେ ୩ ସଂସ୍ଥା

ଭୁବନେଶ୍ବର : ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଆଗକୁ ଓଡ଼ିଶାରେ ଏହି ସୁବିଧା ମିଳିବ। ରାଜ୍ୟରେ ଖୁବ୍ ଶୀଘ୍ର ସରୋଗାସି(ଭଡ଼ାରେ ଗର୍ଭଧାରଣ) ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୩ଟି ସଂସ୍ଥା ଆବେଦନ

ଭବିଷ୍ୟତର ଓଡ଼ିଆଙ୍କୁ ବୀରତ୍ବର କାହାଣୀ କହିବ ‘ଡାକୋଟା’: ଦିଲ୍ଲୀପ ରା‌ୟ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୟର ଗାଥା ଡାକୋଟା ବିମାନ (ଡିସି-୩) ଓଡ଼ିଶା ଫେରୁଥିବାରୁ ପୂର୍ବତନ ମନ୍ତ୍ରୀ ତଥା‌ ଶିଳ୍ପପତି ଦିଲ୍ଲୀପ ରାୟ ଟ୍ବିଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ସମ୍ମାନର ପ୍ରତୀକ ବିଜୁ ବାବୁଙ୍କ ସହ ଜଡ଼ିତ ଯେକୌଣସି ଜିନିଷ

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କଲେ ହାଇକୋର୍ଟ

କଟକ : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ଏକ ମାସ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍‌ ହୋଇଥିବା ଦୁଇ ଓଡ଼ିଆ

‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

କଟକ : ‘ପ୍ରଥମ ଓଡ଼ିଶା’ ପକ୍ଷରୁ ଦେଶ ତଥା​ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ କରାଯାଇଥିବା ସର୍ଭେ ‘ଅସର୍‌-୨୦୨୨’ର ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟରେ କୋଭିଡ୍‌ ପୂର୍ବ ଓ ପରର ତୁଳନା କରାଯାଇ ରାଜ୍ୟ ଓ ଦେଶରେ କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଅବ୍ୟବସ୍ଥା ଅଭିଯୋଗ ଆଣି ହଷ୍ଟେଲ ଛାଡ଼ିଲେ ପ୍ରାଥମିକ ବିଦ୍ୟାଳୟର ୧୪ ଛାତ୍ର

ବୈପାରିଗୁଡ଼ା: ଖାଇବା ପିଇବା ସହ ଅନ୍ୟାନ୍ୟ ସୁବିଧାର ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ ଆଣି ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲିଚାଲି ଗାଆଁକୁ ଫେରୁଥିବା ଘଟଣା ଏବେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଚର୍ଚ୍ଚାର ବିଷୟ ପାଲଟିଛି।ଘଟଣା ଅନୁଯାୟୀ, ବ୍ଲକ ସଦର ମହକୁମାରେ

ମୋ ନାମରେ ଆସିଥିବା ଅଭିଯୋଗ ମିଛ, ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? କହିଲେ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର…

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି

ନବବଧୁଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁରଙ୍କୁ ୧ ବର୍ଷ ଜେଲଦଣ୍ଡ, ୩ ହଜାର ଜରିମାନା

ଭଦ୍ରକ: ନବବଧୁକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଭଦ୍ରକର ମାନ୍ୟବର ଏସ୍‌ଡିଜେଏମ୍‌ ଚିନ୍ମୟ କୁମାର ପାଢ଼ର ପିରହାଟ ଥାନା ନରେନ୍ଦ୍ରପୁର ଗ୍ରାମର ସ୍ବମୀ ଆନନ୍ଦ ଓରଫ ଅଭୟ ମଲ୍ଲିକ(୩୭), ଶଶୁର ଉପେନ୍ଦ୍ର ମଲ୍ଲିକ(୭୬), ନଣନ୍ଦ କାଞ୍ଚନ ମଲ୍ଲିକ(୩୮), ଶାଶୁ ଅହଲ୍ୟା ମଲ୍ଲିକ(୬୯)ଙ୍କୁ ୪୯୮(କ)

ନେତାଜୀ ଜୟନ୍ତୀ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପାଳିବ ଆଇକନିକ୍ ସପ୍ତାହ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରି ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ

ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ, ସାଂଘାତିକ ଅଭିଯୋଗ କଲେ ଶ୍ୱଶୁର…

କଟକ : ପୁଣି ଥରେ ପଦାରେ ପଡ଼ିଲା ଷ୍ଟାର କଳି। ମୀମାଂସା ପାଇଁ ଉଭୟ ପକ୍ଷ ଥାନାରେ ପହଞ୍ଚିଲେ। ଓଲିଉଡର ଆଗ ଧାଡ଼ିର ସିଙ୍ଗର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହ ଏବେ ଥାନାରେ ପହଞ୍ଚିଛି। ପୁଲିସ୍‌ଠାରୁ ସମନ ପାଇ ମୀମାଂସା ନିମନ୍ତେ ଆଜି କଟକ ମହିଳା ଥାନାରେ ପହଞ୍ଚିଛନ୍ତି