Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଡମ୍ବା ଦଳ ଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ମୃତକଙ୍କ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା…
କଟକ : ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ!-->…
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ବଢୁଛି ରହସ୍ୟ
ବାଙ୍କୀ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ରହସ୍ୟ ବଢୁଛି । କାହାର ଏହି କଙ୍କାଳ ? କେବେଠାରୁ ସେଠାରେ ପଡ଼ିଥିଲା ? ମୃତଦେହକୁ କେହି ଆଗରୁ କେମିତି ଦେଖି ପାରିଲେ ନାହିଁ ? ନରକଙ୍କାଳ ମିଳିବା ପରେ ତନାଘନା ତଦନ୍ତ କରୁଛି ବାଙ୍କି ଥାନା ପୋଲିସ । କଙ୍କାଳ ଓ ଖପୁରୀ ଗତ!-->…
କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର…
ଭୁବନେଶ୍ୱର: କୁଆଖାଇ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି ।
!-->!-->!-->…
ଅଟ୍ରିରେ ପ୍ରସିଦ୍ଧ ମକର ମେଳା ଆରମ୍ଭ…
ଖୋର୍ଦ୍ଧା : ଆଜି ମକର ସଂକ୍ରାନ୍ତିରେ ବେଗୁନିଆ ଅଟ୍ରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୋର ୩ଟାରୁ ମନ୍ଦିର ପହୁଡ ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟ୍ଟକେଶ୍ୱର!-->…
ସାନ ଭଉଣୀ ସାମ୍ନାରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ…
ରାୟଗଡ଼ା: ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଏପରି ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ବାପା ପେଶାରେ ଜଣେ ଡ୍ରାଇଭର। ସବୁଦିନ ପରି ଗତ ୧୧ ତାରିଖରେ ଗାଡ଼ି ଲାଇବା ପାଇଁ!-->!-->!-->…
ଗୋପିନାଥପୁର ଟି-ବ୍ରିଜ୍ରେ ଦଳାଚକଟା: ଜଣେ ମୃତ, ୨୦ ଗୁରୁତର…
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ଶିଶୁ ଅଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ!-->…
ଅପହରଣର ୭ ଦିନ ପରେ ଆପେ ମୁକୁଳିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ…
କୋରାପୁଟ //ଲମତାପୁଟ: ଅପହରଣ ୭ ଦିନ ପରେ ମୁକୁଳିଲେ ରାୟଗଡା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗଙ୍କ ପୁଅ ଆଶୁତୋଷ। ଅପହରଣକାରୀଙ୍କ କବଳରୁ ସେ ନିଜେ ମୁକୁଳି ଆସିଛନ୍ତି। ମୁକୁଳିବା ପରେ ସେ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଅପହରଣ କରାଯାଇଥିଲା। ତେବେ କିଏ ଅପହରଣ!-->…
ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ..!
ଆଠଗଡ଼: ଆଖୁ ଖାଇବାକୁ ଆସି ବିଦ୍ୟୁତ୍ ତାର ଜାଲ ଭିତରେ ଫସିଲା ଗଜରାଜ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି। ଆଜି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜୋଙ୍ଗଲ ନିକଟ ସାଉରିଆ ଗାଁ ନିକଟରୁ ଏହି ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ୍!-->…
ଟ୍ରେଲର ପଛରେ ପିଟି ହେଲା କାର୍, ୨ ମୃତ…
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରେ ଏକ କାର୍ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ମୃତକ ଦ୍ୱୟ ହେଲେ ବିଶ୍ୱଜିତ୍ ମାଇଟି!-->!-->!-->…
ରାଜଶ୍ରୀଙ୍କ ସ୍କୁଟି ଡିକିରୁ ମିଳିଲା ଚିଠି, ଲେଖା ଅଛି ୨ ଜଣଙ୍କ ନାଁ…!
କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି। ଏହି ଚିଠିରେ ତାଙ୍କ ମୃତ୍ୟୁ ପାଇଁ ୨ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି। ଜଣେ କୋଚ୍ଙ୍କ ସହ ଓସିଏର ଜଣେ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି। ତେବେ ଏହି ଚିଠିଟି!-->…