Browsing Category

ଓଡିଶା

ଗଞ୍ଜେଇ ଖୋଜୁଖୋଜୁ ବସ୍‌ରୁ ଯାତ୍ରୀଙ୍କ ନିକଟରୁ ମିଳିଲା ୪ ପେଟି ଟଙ୍କା…

କଟକ: ବିପୁଳ ପରିମାଣରେ ଟଙ୍କା ଜବତ। ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍‌ରୁ ବିପୁଳ ଟଙ୍କା ଜବତ

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ…

ପୁରୀ :ଶନିବାର ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ। ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷଣ କରାଯିବ। ଏହା

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ହକି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ…

ରାଉରକେଲା : ଆଜିଠୁ ହକି ବିଶ୍ୱକପ୍‌ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍‌ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି ସଂଧ୍ୟା

ଆନ୍ଦୋଳନ କରି ଜେଲ୍‌ ଗଲେ ଗର୍ଭବତୀ, ବେଲ୍‌ରେ ବାହାରି ଆଖି ବୁଜିଲେ…

ରାୟଗଡ଼ା: ଶ୍ରମିକ ନିଯୁକ୍ତି ଦାବିରେ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ। ଜେଲ୍‌ରେ ୧୫ ଦିନ ରହିବା ପରେ ବେଲ୍‌ରେ ବାହାରିଥିଲେ ଗର୍ଭବତୀ। ହେଲେ ବେଲ୍‌ରେ ବାହାରିବା ପର ଦିନ ପ୍ରସବ ହେବା ସହ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହାକୁ କେନ୍ଦ୍ର

‘ଓଡ଼ିଶା ଭିଜନ ୨୦୩୬’ : ଓଡ଼ିଶାରେ ଭରି ରହିଛି ସୌନ୍ଦର୍ଯ୍ୟ ଓ ଆଧ୍ୟତ୍ମିକତା ଶକ୍ତି…

ଭୁବନେଶ୍ବର : ପୃଥିବୀରେ ଭାରତ ଏବଂ ଭାରତରେ ଓଡ଼ିଶା ଶ୍ରେଷ୍ଠ। ଯେଉଁ ଜାତିର ଆରାଧ୍ୟ ଦେବତାଙ୍କ ନାମରେ ସମଗ୍ର ବିଶ୍ୱ ସମାହିତ ସେହି ଭୂମିର ନାମ ହେଉଛି ଓଡ଼ିଶା। ଭାରତ ଯଦି ଜୀବନ୍ତ ଭଗବାନ ତେବେ ଓଡ଼ିଶା ହେବ ଏହାର ପ୍ରତିନିଧି। ଯେତେଦୂର ପର୍ଯ୍ୟନ୍ତ ବିଶ୍ୱର ଦୃଷ୍ଟିଗୋଚର ହେବ ସେତେଦୂର

କୋଲକାତାରୁ ଭୁବନେଶ୍ଵର ଆସି ମରାମତି ହେବ ଡାକୋଟା ବିମାନ…

ଭୁବନେଶ୍ବର: ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି। ଏହି ଏଜେନ୍ସି ଡାକୋଟା ବିମାନକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ (ଡିସମେଣ୍ଟେଲ୍) କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବ। ଭୁବନେଶ୍ଵର ବିମାନବନ୍ଦର

ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ୱର ଜଗିବେ ୮୦ ପ୍ଲାଟୁନ ଫୋର୍ସ, ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ…

ଭୁବନେଶ୍ବର: ରାତି ପାହିଲେ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ। ବିଶ୍ବକପରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ରହିଛି। ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ରୁ ଊର୍ଦ୍ଧ୍ବ ଅଧିକାରୀ ମୁତୟନ ହେବେ। ଶେଷ ପର୍ଯ୍ୟାୟ‌ରେ

ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବରରୁ ରାଉରକେଲା ଗଡ଼ିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍…

ଭୁବନେଶ୍ବର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ତ୍ରିରଙ୍ଗାକୁ ଅସମ୍ମାନ କରି ପିଇଓ ଗିରଫ…

କୋଣାର୍କ : ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ। ସେ ଜାତୀୟ ପତାକାରେ ଅଫିସ୍‌ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା

ରାଉରକେଲାରେ ହକି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି। ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ,