Browsing Category

ଓଡିଶା

ରାଜ୍ୟରେ କମିବ ଶୀତ, ବଢ଼ିବ ତାପମାତ୍ରା…

ଭୁବନେଶ୍ୱର : ରାତି ତାପମାତ୍ରା ବଢ଼ିବା ସହ ରାଜ୍ୟରେ ଶୀତ ସାମାନ୍ୟ କମିଛି। ଆଗକୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିକେନ୍ଦ୍ରର ସୂଚନା

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ…

ଗୁଣପୁର: ବାରମ୍ବାର ବଦଳିରେ ଅତିଷ୍ଠ ହୋଇ ପଡ଼ିଥିଲେ। ସବୁବେଳେ ଚିନ୍ତିତ ରହୁଥିଲେ। ଏହାପରେ ତୁରନ୍ତ ନୂତନ ଜାଗାରେ ଜଏନ କରିବାକୁ ଚିଠି ଆସିବାରୁ ଘାବରେଇଗଲେ। କ’ଣ କରିବେ କିଛି ସ୍ଥିର କରି ନ ପାରି ଶେଷରେ ଘର ଛାଡ଼ିଦେଲେ। ଇତି ମଧ୍ୟରେ  ୫ ଦିନ ବିତିଗଲାଣି ହେଲେ ନିଖୋଜ ସ୍ୱାମୀଙ୍କ ପତ୍ତା

ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ବାରବାଟୀରେ ପୁରୁଷ ହକି ବିଶ୍ୱକପ୍ ଉଦଘାଟିତ…

କଟକ : ଆଜି ଓଡିଶାର ହଜାର ବର୍ଷର କଟକ ସହରର ଐତିହାସିକ ବାରବାଟି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ରଙ୍ଗାରଙ୍ଗ ଉତ୍ସବ ସହିତ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଅପହୃତ..!

ସୁନ୍ଦରଗଡ଼ //ବଣାଇ: ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା। ବିନତି ୪ ତାରିଖରେ ପୁଅକୁ ସ୍କୁଲ ଛାଡ଼ିବାକୁ ଖମାର ଯାଇଥିଲେ। ହେଲେ ଆଉ ଘରକୁ ଫେରିନାହାନ୍ତି ବୋଲି ଏତଲା

ଶ୍ରୀଅଙ୍ଗକୁ ମୂଷା, ଅସରପା ବିପଦ… ! 

ପୁରୀ: ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛନ୍ତି ମୂଷା ଓ ଅସରପା । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ ମୂଷା, ଅସରପା । ଏଥିଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି ସେବାୟତ ଶ୍ରୀଅଙ୍ଗ

ଉତ୍ତରା ପବନ ଦୁର୍ବଳ, ୩ ଦିନରେ କମିବ ୩ ଡିଗ୍ରି…

ଭୁବ‌ନେଶ୍ବର: ଧୀରେ ଧୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରେ ଲାଗିଛି। ତଥାପି ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ପାରଦ ପ୍ରାୟ ଅଢ଼େଇ ଡିଗ୍ରି ଯାଏ ବଢ଼ିଥିବା ବେଳେ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରି ରେକର୍ଡ ହୋଇଛି। ଦୁର୍ବଳ ଉତ୍ତରା ବାୟୁ ତଥା

ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ…

ଭୁବନେଶ୍ବର: ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଛି। ଏସଏଫଏସଏଲ ଅର୍ଚ୍ଚନାଙ୍କ ୨ଟି ଓ ଜଗବନ୍ଧୁଙ୍କ ଗୋଟିଏ ଫୋନର ତଥ୍ୟକୁ ଦେଇପାରିନଥିବା ଇଡି

ହକି ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ…

କଟକ : ନବବଧୂ ବେଶରେ କଟକ । ବାରବାଟୀରେ ଚାଲିଛି ହକି ସେଲିବ୍ରେସନ । ଦୁଲୁକୁଛି ଐତିହାସିକ ବାରବାଟି ଷ୍ଟାଡିୟମ । ଖଚାଖଚ ଦର୍ଶକରେ ଭରିଛି ବାରବାଟୀ ଗ୍ୟାଲେରୀ । ତାରକାଙ୍କ ଗୀତ ଓ ନାଚରେ ଝୁମୁଛି କଟକ । ଆରମ୍ଭରୁ ଆଦିବାସୀ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ଡେମସା ସାଙ୍ଗକୁ ଡାଲଖାଇ

ଭାରତୀୟ ପୁରୁଷ ହକି ଦଳକୁ ଶୁଭକାମନା: କିସ୍‌ର ଏକାଠି ଦୀପ ଜାଲିଲେ ୩୦ହଜାର ଛାତ୍ରଛାତ୍ରୀ…

ଭୁବନେଶ୍ୱର :ସମଗ୍ର ଓଡ଼ିଶାରେ ଏବେ ହକି ମାନିଆ । ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ହକିର ମାହୋଲ । ଏଥିରେ ସାମିଲ ହୋଇଥିଲେ କିସ୍‌ର ଛାତ୍ରଛାତ୍ରୀମାନେ । ବିଶ୍ୱକପ୍‌ ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ଆଜି କିସ୍‌ର ୩୦ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ଦୀପ ଜାଳି ଭାରତୀୟ ପୁରୁଷ ହକି ଦଳର ଶୁଭ

ପୁଣି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ…

ଯାଜପୁର : ଯାଜପୁରରେ କୁମ୍ଭୀର ଆତଙ୍କ। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗାଁ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗତ କିଛି ମାସ ହେଲା ଏହି ଅଞ୍ଚଳରେ ଦୁଇରୁ ଅଧିକ କୁମ୍ଭୀର ବିଶ୍ୱାଳ ସାହି ନଦୀ ଛନ୍ଦାଠୁ ସେଠି ସାହି ନଦୀ ଛନ୍ଦା ପଯ୍ୟନ୍ତ ପାଣିରେ ଆତଙ୍କ